Advertisment

WCL Recruitment 2024: ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍‌ରେ ପୂରଣ ହେବ ୯୦୦ରୁ ଅଧିକ ପଦବୀ

ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍(WCL) ରେ ପୂରଣ ହେବ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀ। ଏଥିପାଇଁ WCL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
 WCL Recruitment 2024 Post apply for 902 Trade Apprentices post

WCL Recruitment 2024 Post apply for 902 Trade Apprentices post

ଆପଣ ଦଶମ ପାଶ୍‌ କରି ସରକାରୀ ଚାକିରି ଖୋଜୁଛନ୍ତି କି? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍(WCL) ଏହି ସୁଯୋଗ ନେଇଆସିଛି। ଏଥିପାଇଁ WCL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଅଧିକ ପଢ଼ନ୍ତୁ: NTPC Recruitment 2024: NTPCରେ ପୂରଣ ହେବ କାର୍ଯ୍ୟନିର୍ବାହୀ ପଦବୀ; ମାସକୁ ଦରମା ୪୦ ହଜାର

ଏହି ନିଯୁକ୍ତି ମାଧ୍ୟମରେ WCL ରେ ଟ୍ରେଡ୍ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୯୦୦ରୁ ଅଧିକ ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ WCLର ଅଫିସିଆଲ୍ ୱେବ୍‌ସାଇଟ୍‌ westerncoal.in. କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ WCL Recruitment 2024 Post apply for 902 Trade Apprentices post Notication ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୮ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ITI ଟ୍ରେଡ୍ ଆପ୍ରେଣ୍ଟିସ୍ – ୮୪୧ଟି ପୋଷ୍ଟ୍‌
  • ଫ୍ରେସର୍ ଟ୍ରେଡ୍ ଆପ୍ରେଣ୍ଟିସ୍(ସିକ୍ୟୁରିଟି ଗାର୍ଡ) – ୬୧ଟି ପୋଷ୍ଟ୍‌
  • ମୋଟ୍ – ୯୦୨ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ITI ଟ୍ରେଡ୍ ଆପ୍ରେଣ୍ଟିସ୍ – ନିର୍ଦ୍ଧାରିତ ଟ୍ରେଡ୍‌ରେ ITI ଡିପ୍ଲୋମା
  • ଫ୍ରେସର୍ ଟ୍ରେଡ୍ ଆପ୍ରେଣ୍ଟିସ୍(ସିକ୍ୟୁରିଟି ଗାର୍ଡ) – ୧୦ + ୨ ସିଷ୍ଟମ୍‌ରେ ଦଶମ ପାଶ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: PM Internship Scheme: ଆରମ୍ଭ ହେଲା PM ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ପଞ୍ଜୀକରଣ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଷ୍ଟାଇପେଣ୍ଡ୍:

  • ଏକ ବର୍ଷିୟ ITI – ମାସକୁ ୭୭୦୦ ଟଙ୍କା
  • ଏକ ବର୍ଷିୟ ITI – ମାସକୁ ୮୦୫୦ ଟଙ୍କା
  • ଫ୍ରେଶର୍ – ମାସକୁ ୬୦୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଆବେଦନ ଯାଞ୍ଚ
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ମେରିଟ୍ ଲିଷ୍ଟ୍

ତାଲିମ ଅବଧି:

ଆଇଟିଆଇ ଟ୍ରେଡ୍ ଆପ୍ରେଣ୍ଟିସ୍ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ୧୨ ମାସ ହେବ ଏବଂ ଫ୍ରେଶର୍ସ ଟ୍ରେଡ୍ ଆପ୍ରେଣ୍ଟିସ୍ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ଆପ୍ରେଣ୍ଟିସିପ୍ ନିୟମରେ ନିର୍ଦ୍ଦିଷ୍ଟ ହେବ। ଅଧିକ ସମ୍ବନ୍ଧୀୟ ବିବରଣୀ ପାଇଁ ପ୍ରାର୍ଥୀମାନେ ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ୍‌ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିପାରିବେ।

ଅଧିକ ପଢ଼ନ୍ତୁ: OSSC LTRT Recruitment 2024: ଓଡ଼ିଶା ସରକାରୀ ଚାକିରି; ପୂରଣ ହେବ ୬୦୦୦ରୁ ଅଧିକ ଶିକ୍ଷକ ପଦବୀ

Govt Jobs Job Alert
Advertisment
Advertisment