/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641039476.jpg)
infosys recruitment
ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । ଆପଣ ଗ୍ରାଜୁଏସନ କରିବା ପରେ ଚାକିରି ଖୋଜୁଛନ୍ତି କି ? ତେବେ ଏନେଇ ଇନଫୋସିସ କଂପାନୀ ଆଣି ଦେଇଛି ବହୁ ପଦବୀ ନିଯୁକ୍ତି ପାଇଁ ସୁଯୋଗ । ଏହି ପଦବୀରେ ନିୟୋଜିତ ପାଇଁ ବେଙ୍ଗାଲୁରୁ ସ୍ଥିତ ଇନଫୋସିସରେ ହେବ।
Advertisment
ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା:
ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥା କିମ୍ବା ବିଶ୍ୱବିଦ୍ୟାଳୟରୁ କଳା, ବାଣିଜ୍ୟ, ଟେକ୍ନୋଲୋଜିରେ ସ୍ନାତକ କରିଥିବା ଜରୁରୀ ଅଟେ । ଏହି ପଦବୀ ପାଇଁ ଫ୍ରେସରର୍ସ ମାନେ ମଧ୍ୟ ଆବେଦନ କରିପାରିବେ। ତେବେ ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ।
ପଦବୀ ପାଇଁ କିପରି କରିବେ ଆବେଦନ:
- ପ୍ରଥମେ ଇନଫୋସିସର ଅଫିସିଆଲ୍ ୱେବସାଇଟ୍କୁ ଯାଆନ୍ତୁ।
- ଏହାପରେ ୱେବସାଇଟରେ ଦିଆଯାଇଥିବା କଣ୍ଟେଷ୍ଟ ଫର୍ମ ଗ୍ରହଣ କରନ୍ତୁ। ବା କ୍ଲିକ୍ କରନ୍ତୁ ।
- ଏହାପରେ ନିଜର ପ୍ରୋଫାଇଲ ପୂରଣ କରିବା ପରେ ନିଜର ସିଭି ବା ବାୟୋଡାଟାକୁ ଅପଲୋଡ୍ କରନ୍ତୁ।
- ଏହାପରେ ଆପ୍ଲାଏ ନାଓ(Apply Now)ରେ କ୍ଲିକ କରି ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।
- ଏହାପରେ ପ୍ରାର୍ଥୀଙ୍କୁ ଏକ ଆଇଡି ମିଳିବ। ଏହି ଆଇଡିରେ ପ୍ରାର୍ଥୀଙ୍କୁ ଇମେଲ ଜରିଆରେ ପଠାଯିବ ।
- ଏହି ଆଇଡି ଜରିଆରେ ନିଜର ଆପ୍ଲିକେସନ ଫର୍ମର ଷ୍ଟାଟସ ବା ବିସ୍ତୃତ ବୀବରଣୀ ଜାଣିପାରିବେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)