Advertisment

Beating retreat ceremony resumes at Attari: ଅଟ୍ଟାରୀରେ ପୁଣି ଆରମ୍ଭ ହେଲା ବିଟିଂ ରିଟ୍ରିଟ୍ ସେରିମନି; ଆଜିଠୁ ଦେଖିପାରିବେ ଜନସାଧାରଣ

ଆଜିଠାରୁ ପଞ୍ଜାବ ଅମୃତସର ନିକଟସ୍ଥ ଅଟାରୀ-ୱାଘା ବର୍ଡର, ଫିରୋଜପୁର ଓ ସାଦକି ସୀମାରେ ବିଟିଂ ରିଟ୍ରିଟ୍ ଉତ୍ସବ ଦେଖିପାରିବେ ସାଧାରଣ ଲୋକେ। ତେବେ ଏହି ଉତ୍ସବ ବେଳେ ବିଏସଏଫ ଯବାନ ପାକିସ୍ତାନୀ ରେଂଜରଙ୍କ ସହ ହ୍ୟାଣ୍ଡସେକ କରିବେ ନାହିଁ କି ଗେଟ୍ ଖୋଲାଯିବ ନାହିଁ।

pakistan

pakistan

Advertisment

ଅଟ୍ଟାରୀ ବର୍ଡରରେ ପୁଣି ଥରେ ଆରମ୍ଭ ହେଲା ବିଟିଂ ରିଟ୍ରିଟ୍ ସେରିମନି। ଆଜିଠାରୁ ସାଧାରଣ ଲୋକଙ୍କୁ ଏହା ଦେଖିବାକୁ ଅନୁମତି ଥିବା ବେଳେ, ଗତକାଲି କେବଳ ଗଣମାଧ୍ୟମ ପ୍ରତିନିଧି ମାନେ ଏହାର ସାକ୍ଷୀ ବନିଥିଲେ। କେବଳ ଅଟ୍ଟାରୀ ଚେକପୋଷ୍ଟ ନୁହେଁ, ଭାରତ-ପାକିସ୍ତାନ ସୀମାରେ ଥିବା ପଞ୍ଜାବର ୩ଟି ଯାକ ଜଏଣ୍ଟ ଚେକ୍ ପୋଷ୍ଟରେ ହୋଇଛି ବିଟିଂ ରିଟ୍ରିଟ୍ ସେରିମନି।

Advertisment

ଅଧିକ ପଢ଼ନ୍ତୁ: ଭାରତର ଆଉ ଏକ ପ୍ରହାର; ପାକିସ୍ତାନୀ ଟପ୍ ଅଭିନେତା, ଅଭିନେତ୍ରୀ ବ୍ୟାନ୍

ଆଜିଠାରୁ ପଞ୍ଜାବ ଅମୃତସର ନିକଟସ୍ଥ ଅଟାରୀ-ୱାଘା ବର୍ଡର, ଫିରୋଜପୁର ଓ ସାଦକି ସୀମାରେ ବିଟିଂ ରିଟ୍ରିଟ୍ ଉତ୍ସବ ଦେଖିପାରିବେ ସାଧାରଣ ଲୋକେ। ତେବେ ଏହି ଉତ୍ସବ ବେଳେ ବିଏସଏଫ ଯବାନ ପାକିସ୍ତାନୀ ରେଂଜରଙ୍କ ସହ ହ୍ୟାଣ୍ଡସେକ କରିବେ ନାହିଁ କି ଗେଟ୍ ଖୋଲାଯିବ ନାହିଁ। 

Advertisment

ଅପରେସନ ସିନ୍ଦୂର ପରେ ଭାରତ-ପାକିସ୍ତାନ ତିକ୍ତତା ଯୋଗୁ ଗତ ୮ ତାରିଖରେ ଧ୍ବଜାବତରଣ ସମାରୋହକୁ ସଂକୁଚିତ କରିଥିଲା ବିଏସ୍ଏଫ୍ । ପ୍ରତିଦିନ ସୂର୍ଯ୍ୟାସ୍ତ ବେଳେ ଧ୍ବଜାବତରଣ କରାଯାଉଥିଲେ ବି, ଏହା ଦେଖିବାକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗିଥିଲା। ଏହାଦ୍ବାରା ସ୍ଥାନୀୟ ଲୋକଙ୍କ ବ୍ୟବସାୟ ଓ ରୋଜଗାର ପ୍ରଭାବିତ ହୋଇଥିଲା।

ଅଧିକ ପଢ଼ନ୍ତୁ: ବଡ଼ ଆକ୍ସନ ନେଲା ଭାରତ; ଭାରତ ଆକାଶରେ ଉଡ଼ିପାରିପାରିବନି ପାକିସ୍ତାନ ବିମାନ

Advertisment
India Pakistan Attari-Wagah Border Attari Border
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ