ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ। ଇଂରାଜୀରେ ୧୩ ତାରିଖ ବୁଧବାର
ତିଥି– ପୂର୍ଣ୍ଣିମା ରାତ୍ରି ୧୨/୦୭ ଗତେ ପ୍ରତିପଦ
ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ନିଶାନ୍ତ ୦୪/୩୨ ଗତେ ସିଂହ ରାଶିର
ଘାତ ବାର– କର୍କଟ ରାଶିର
ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ରାତ୍ରି ୧୧/୧୮ ଗତେ ୧ ପାଦ- କୁଟୁମ୍ଭ ହାନି- ତିଳକାଞନ ଦାନ
ଶୁଭ ସମୟ-
ପ୍ରାତଃ ୦୭/୫୬ ରୁ ୦୮/୩୫
ଦିବା ୧୦/୧୪ ରୁ ୧୧/୨୬
ଦିବା ୦୨/୦୩ ରୁ ୦୫/୩୩
ସନ୍ଧ୍ୟା ୦୬/୨୫ ରୁ ୧୦/୦୩
ରାତ୍ରି ୧୨/୧୪ ରୁ ୦୧/୪୧
ଅଶୁଭ ସମୟ-
ଋାହୁକାଳ - ଦିବା ୧୧/୫୨ ରୁ ୦୧/୩୦
କାଳବେଳା - ଦିବା ୦୮/୩୫ ରୁ ୧୦/୧୪
ବାରବେଳା –ଦିବା ୧୧/୫୨ ରୁ ୦୧/୩୦
କାଳରାତ୍ରି – ରାତ୍ରି ୦୨/୩୬ ରୁ ୦୩/୫୭
ଆଜିର ରାଶିଫଳ-
ମେଷ:
ଅଶ୍ୱନୀ– ନିଜର ବାସସ୍ଥାନ କରିବା ପାଇଁ ନୂତନ ଜମିଜମା କ୍ରୟ କରିବା ପାଇଁ ଯୋଜନା କରିପାରନ୍ତି।
ଦ୍ୱିଜା– ରାଜନୀତିରେ ଅଗ୍ରଣୀ ଭୂମିକା ନେବେ।
କୃତିକା – ସାମ୍ବାଦିକତା କ୍ଷେତ୍ରରେ ପ୍ରଂଶସା ସାଉଟିବେ।
ପ୍ରତିକାର- ବୃହସ୍ପତିଙ୍କର ମନ୍ତ୍ର ପାଠ କରନ୍ତୁ।
ବୃଷ:
କୃତିକା - କିଛି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି ।
ରୋହିଣୀ – ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ନିନ୍ଦିତ ହୋଇପାରନ୍ତି ।
ମୃଗଶିରା – ସନ୍ତାନ ମାନଙ୍କ କାର୍ଯ୍ୟ କଳାପକୁ ନେଇ ମନ ଅଶାନ୍ତ ରହିପାରେ
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ
ମିଥୁନ
ମୃଗଶିରା - କୌଣସି ଧର୍ମାନୁଷ୍ଠାନରେ ଅଧିକ ସମୟ କଟାଇବେ
ଆଦ୍ରା - ବନ୍ଧୁ ମାନଙ୍କ ସହିତ ହସ ଖୁସିରେ ସମୟ କଟାଇବେ
ପୁନର୍ବସୁ - ଯୋଜନା ମୁତାବକ କାମଗୁଡିକୁ ସଂପୂର୍ଣ୍ଣ କରିବେ
ପ୍ରତିକାର – ବୁଧଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ
କର୍କଟ
ପୁନର୍ବସୁ - ମହିଳା ମାନେ ଆମୋଦ ପ୍ରମୋଦରେ ସମୟ କଟାଇବେ
ପୁଷ୍ୟା – କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ
ଅଶ୍ଳେଷା - ବ୍ୟବସାୟୀ ମାନେ ବ୍ୟବସାୟରେ ଲାଭବାନ୍ ହେବେ
ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ
ସିଂହ
ମଘା – ପରିବାରରେ ହସଖୁସିରେ ସମୟ କଟାଇବେ ।
ପୂ , ଫାଲଗୁନୀ - ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରିବେ।
ଉ ,ଫାଲଗୁନୀ – ଦାମ୍ପତ୍ୟ ଜୀବନରେ ଖୁସି ଆସିବ ।
ପ୍ରତିକାର – ହନୁମାନ ଚାଳିଶା ପାଠ କରନ୍ତୁ ।
କନ୍ୟା
ଉ , ଫାଲଗୁନୀ – ଘାତ ପ୍ରତିଘାତ ଦେଇ ଦିନଟି ଅତିକ୍ରମ କରିବାକୁ ପଡିପାରେ
ହସ୍ତା – ଖାଦ୍ୟ ବ୍ୟୟରେ ଅସାବଧାନତା ଯୋଗୁ ପେଟରେ କଷ୍ଟ ଅନୁଭବ କରିବେ
ଚିତ୍ରା – ପ୍ରତିସୃତି ରକ୍ଷା ନକରି ପାରିବାରୁ କୈଣସି କାର୍ଯ୍ୟ ଆପଣଙ୍କ ହାତରୁ ଘସି ଯାଇପାରେ
ପ୍ରତିକାର - ସବୁଜ ରଙ୍ଗର ପୋଷାକ ଦାନ ଦିଅନ୍ତୁ
ତୁଳା
ଚିତ୍ରା – ହଠାତ କୈଣସି ଯୋଜନାରେ ପରିବର୍ତ୍ତନ କରିପାରନ୍ତି ।
ସ୍ୱାତୀ – କର୍ମକ୍ଷେତ୍ରରେ ନିଜ ମନ ଅନୁସାରେ କର୍ମ କରିବେ ଓ ସମସ୍ତଙ୍କର ପ୍ରିୟଭାଜନ ହେବେ ।
ବିଶାଖା – ବ୍ୟବସାୟରେ ଲାଭବାନ୍ ହେବେ ଓ ସାଂସାରିକ ଜୀବନରେ ଖୁସିରେ ରହିବେ ।
ପ୍ରତିକାର – ଗଣେଷଙ୍କର ସିଦ୍ଧିବିନାୟକ ମନ୍ତ୍ର ପାଠ କରନ୍ତୁ ।
ବିଛା
ବିଶାଖା – ରାଜନୀତି କ୍ଷେତ୍ରରେ କିଛି ପଦପଦବୀ ପ୍ରାପ୍ତ ହୋଇପାରେ ।
ଅନୁରାଧା – କର୍ମ କ୍ଷେତ୍ରରେ ଉତରତର ଉନ୍ନତି କରିବେ ।
ଜ୍ୟେଷ୍ଠା – ପୁରୁଣା ବନ୍ଧୁ ବା ବାନ୍ଧବୀଙ୍କର ସହିତ ଦେଖାହେଇ ପାରେ ।
ପ୍ରତିକାର – ବଗଳାମୁଖୀଙ୍କର ପୂଜାର୍ଚ୍ଚନା କରନ୍ତୁ
ଧନୁ
ମୂଳା – ଛାତ୍ର ଛତ୍ରୀ ମାନେ ଅଧିକ ସମୟ ଖେଳରେ କଟାଇବେ
ପୂ , ଷାଢା – କରିଥିବା ଯୋଜନା ଅନୁସାରେ କର୍ମ କରିପାରନ୍ତି
ଉ , ଷାଢା – ମହିଳା ମାନେ ଅନ୍ୟକୁ ଦେଇଥିବା ପ୍ରତିସୃତି ରକ୍ଷା କରିିବେ
ପ୍ରତିକାର – ଶ୍ରୀ ବାମନଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ
ମକର
ଉ , ଷାଢା - ଯାତ୍ରା ସମୟରେ ଦୁର୍ଘଟଣା ସମ୍ମୁଖୀନ ହୋଇପାରନ୍ତି ।
ଶ୍ରବଣା – ସ୍ୱାସ୍ଥ୍ୟରେ ଅବୋନ୍ନତି ଦେଖାଦେଇପାରେ ।
ଧନିଷ୍ଠା – ମହିଳା ମାନଙ୍କର ଗୁରୁଜନ ମାନଙ୍କ ସହିତ ମତାନ୍ତର ଘଟିପାରେ ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।
କୁମ୍ଭ
ଧନିଷ୍ଠା – ଆଶା କରିଥିବା ଦିଗରୁ ସାହାଯ୍ୟ ପାଇବେ।
ଶତଭିଷା – ସ୍ୱାସ୍ଥ୍ୟ ଭଲ ରହିବ ଓ ପୁରୁଣା କଥା ଭୁଲି ସଂପର୍କ ରକ୍ଷା କରିବେ।
ପୂ , ଭାଦ୍ରପଦ – ପ୍ରଶାସନିକ ସ୍ତରରେ ସକ୍ରିୟ ରହିବେ ।
ପ୍ରତିକାର – ମହା ମୃତ୍ୟୁଞୟ ମନ୍ତ୍ର ପାଠ କରନ୍ତୁ ।
ମୀନ
ପୂ , ଭାଦ୍ରପଦ - ଆର୍ଥିକ କ୍ଷେତ୍ରରେ ଲଭବାନ୍ ସହିତ ସଂଚୟ କରିପାରନ୍ତି
ଉ , ଭଦ୍ରପଦ - ନୂତନ କର୍ମରେ ଯୋଗଦାନ କରିବାକୁ ପଡିଥାଏ ।
ରେବତୀ – କୈାଣସି ନୂତନ ସା୍ଥନକୁ ବୁଲିଯିବା ପାଇଁ ପ୍ରସ୍ତୁତ ହେବେ ।
ପ୍ରତିକାର – ତାରାଙ୍କର ଯନ୍ତ୍ରିକା କବଚ ଧାରଣ କରନ୍ତୁ
(ଜ୍ୟୋତିର୍ବିଦ୍ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ, ମୋ-9439050099)