ନବରାତ୍ରୀ ପାଇଁ ଘରେ ତିଆରି କରନ୍ତୁ ସୁଆଦିଆ 'ବରଫି'

ଏବେ ଚାଲିଛି ପାର୍ବଣର ଋତୁ । ଘରେ ଘରେ ଏବେ ପିଠା ଓ ମିଠାର ଆସର । ଏଇ ନବରାତ୍ରୀରେ ଘରେ ମିଠାର ସୁଆଦିଆ ରେସିପି ‘ବରଫି’ ବନେଇ ମାଆଙ୍କୁ ଭୋଗ ଲଗାନ୍ତୁ ।

Barfi sweet

ପାର୍ବଣ ସମୟରେ ଘରକୁ କୁଣିଆ ଆସିଲେ ଖାଇବା କଣ ପ୍ରସ୍ତୁତ କରିବେ ସେ ନେଇ ଚିନ୍ତିତ କି ? ତାହେଲେ ଆଜିର ରେସିପିକୁ ଘରେ ବନେଇ ଅତିଥି ଚର୍ଚ୍ଚା କରିପାରିବେ । ଆଜି ଆମେ ଆପଣଙ୍କ ପାଇଁ ଏକ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ବରଫି’ । ଏହି ରେସିପଟିକୁ ଆପଣ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ ।

ଆବଶ୍ୟକ ସାମଗ୍ରୀ:

ସୁଜି, ଚିନି, ଗୁଆଘିଅ, ମିଲ୍କ ପାଉଡର, ଡ୍ରାଏ ଫ୍ରୁଟ୍ସ

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ସୁଆଦିଆ ‘ରସାବଳୀ’

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ‘ବରଫି’। ନବରାତ୍ରୀରେ ମିଠାର ଏହି ସୁଆଦିଆ ରେସିପି ପ୍ରସ୍ତୁତ କରି ମାଆଙ୍କୁ ଭୋଗ ଲଗାନ୍ତୁ