ବୁଧବାର ରାନ୍ଧଣାରେ ଘରେ ବନାନ୍ତୁ ‘ନଡ଼ିଆକୋରା ମାଂସ ତରକାରି’

ଆପଣ ଖାସି ମାଂସ ବା ମଟନ୍‌ର ଅନେକ ରେସିପି ଖାଇଥିବେ ...କଣ ଆପଣ କେବେ ନଡ଼ିଆକୋରା ଦିଆ ମାଂସ ତରକାରି ଖାଇଛନ୍ତି । ଆଜି ଆମେ ଏହି ରେସିପିଟିକୁ ଅତି ସହଜ ଓ ଦେଶୀ ଶୈଳୀରେ ବନେଇବୁ ।

coconut meat recipe

ଆମ ଓଡ଼ିଆ ଘରର ରେସିପି ସବୁଠୁ ନିଆରା । ଦେଶୀ ଖାଦ୍ୟର ସୁଆଦ ଅତି ନିଆରା । ଆଜି ଆମେ ମଟନର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ। ଏହି ରେସିପିର ନାଁ ହେଉଛି ‘ନଡ଼ିଆକୋରା ମାଂସ ତରକାରି’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

ଆବଶ୍ୟକ ସାମଗ୍ରୀ:

ଖାସି ମାଂସ, ଅଦା ବଟା, ରସୁଣ ବଟା, ଜିରା, ଧନିଆ ଓ ତେଜ ପତ୍ର ବଟା, ଲୁଣ, ନଡ଼ିଆକୋରା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କାଜୁ ପେଷ୍ଟ୍‌, ତେଲ, ପିଆଜ କଟା, କଞ୍ଚା ଲଙ୍କା ଓ ଧନିଆ ପତ୍ର।

ଅଧିକ ପଢ଼ନ୍ତୁ: ଘରେ ତିଆରି କରନ୍ତୁ 'ଚିକେନ୍‌ ପୋସ୍ତ'

ପ୍ରସ୍ତୁତି ପ୍ରଣାଳୀ:

ଅଧିକ ପଢ଼ନ୍ତୁ: କମ୍ ମସଲାରେ ଘରେ ବନାନ୍ତୁ ‘ଚିକେନ ପିଆଜ କଷା’

ଏବେ ପ୍ରସ୍ତୁତ ହୋଇଗଲା ‘ନଡ଼ିଆକୋରା ମାଂସ’। ଏହି ରେସିପିଟିକୁ ଗରମ ଗରମ ଭାତ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।