ସ୍ନାନ ପୂର୍ଣ୍ଣିମାରେ ଘରେ ବନାନ୍ତୁ ଓଡ଼ିଆ ଘରର ଏହି ପାରମ୍ପରିକ ପିଠା

ସାଧାରଣତଃ ପିଠା ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଆମ ଓଡ଼ିଆ ଘରର ପିଠା ରେସିପିର ସ୍ୱାଦ ପୂରା ନିଆରା । ସ୍ନାନ ପୂର୍ଣ୍ଣିମାରେ ଆଜି ପ୍ରସ୍ତୁତ କରିବା ‘ପୁର ଦିଆ ଆରିସା ପିଠା’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

asisha pitha

News Summary

ସହଜ ଓ ସରଳ ଉପାୟରେ ବନାନ୍ତୁ 'ପୁର ଦିଆ ଆରିସା ପିଠା’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ପର୍ବପର୍ବାଣୀ ଆସିଲେ ଘରେ ବିଭିନ୍ନ ପିଠା ପ୍ରସ୍ତୁତ କରାଯାଏ । ସ୍ନାନ ପୂର୍ଣ୍ଣିମା ଅବସରରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଓଡ଼ିଆ ଘରର ପାରମ୍ପରିକ ରେସିପି ପୁର ଦିଆ ଆରିସା ପିଠା’। ଏହି ପିଠାର ରେସିପିକୁ ଆମେ ଘରେ ସହଜ ଓ ସରଳ ଉପାୟରେ ପ୍ରସ୍ତୁତ କରିବା ।

ଆବଶ୍ୟକ ସାମଗ୍ରୀ:

ଅରୁଆ ଚାଉଳ ଚୁନା, ଗୁଡ଼, ଚିନି, ନଡ଼ିଆ କୋରା, ଗୋଲମରିଚ ଗୁଣ୍ଡ ଓ ରିଫାଇନ୍‌ ତେଲ।

ଅଧିକ ପଢ଼ନ୍ତୁ:ରଜରେ ଘରେ ବନାନ୍ତୁ ସୁଆଦିଆ ‘କ୍ଷୀର ପୋଡ଼ପିଠା’

ପ୍ରସ୍ତୁତି ପ୍ରଣାଳୀ:

ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ପୁର ଦିଆ ଆରିସା ପିଠା। ଆଜିର ଦିନରେ ଏହି ପିଠାର ରେସିପି ବନେଇ ଠାକୁରଙ୍କୁ ଭୋଗ ଲଗାନ୍ତୁ

ଅଧିକ ପଢ଼ନ୍ତୁ:ରଜରେ ଘରେ ବନାନ୍ତୁ ସୁଆଦିଆ ‘କ୍ଷୀର ପୋଡ଼ପିଠା’