ଘରେ ପ୍ରସ୍ତୁତ କରନ୍ତୁ ସୁଆଦିଆ 'ଜିରା ଛେନା ମସଲା'

ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି 'ଜିରା ଛେନା ମସଲା' । ଏହି ରେସିପିଟିକୁ ଅତି ସହଜରେ ଘରେ ଆପଣ ବନେଇ ପାରିବେ ।

Delicious 'Jeera Chena Masala'

ଘରେ ପନିରର ବିଭିନ୍ନ ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ପନିର ଏକ ନୂଆ ରେସିପି ନେଇ ଆସିଛୁ । ଏହି ରେସିପିର ନାଁ ହେଉଛି 'ଜିରା ଛେନା ମସଲା'। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ।

ଆବଶ୍ୟକ ସାମଗ୍ରୀ:

କ୍ଷୀର, କଞ୍ଚା ଲଙ୍କା, ଟମାଟୋ କଟା, ପିଆଜ କଟା, ଅଦା ପେଷ୍ଟ୍‌, ରସୁଣ ପେଷ୍ଟ୍‌, ଗୋଟା ଜିରା, ଗରମ ମସଲା (ଡାଲଚିନି, ଗୁଜୁରାତି ଓ ଜିରାରେ ପ୍ରସ୍ତୁତ), ରିଫାଇନ୍‌ ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଲୁଣ, ଲେମ୍ବୁ, ପାଣି ଓ ଧନିଆ ପତ୍ର

ଅଧିକ ପଢ଼ନ୍ତୁ: ସଂଧ୍ୟା ଜଳଖିଆରେ ବନାନ୍ତୁ ସୁଆଦିଆ ‘ପଣସ କଟ୍‌ଲେଟ୍’

ପ୍ରସ୍ତୁତି ପ୍ରଣାଳୀ:

ଅଧିକ ପଢ଼ନ୍ତୁ: ଘରେ ବନାନ୍ତୁ ଚଟ୍‌ପଟା ‘ସୋୟା ମଞ୍ଚୁରିଆନ’

ଏବେ ପ୍ରସ୍ତୁତ ହୋଇଗଲା 'ଜିରା ଛେନା ମସଲା'। ଏହି ରେସିପିଟିକୁ ରୁଟି କିମ୍ୱା ନାନ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ ।  ଏହି ରେସିପିଟିକୁ ଘରେ ତିଆରି କରି ଘର ଲୋକଙ୍କୁ ପରଷନ୍ତୁ ।