Odisha Best Employer Brand Award 2023
ଓଡିଶା ଲିଡରସିପ୍ ଆୱାର୍ଡ ୨୦୨୩ ଭୁବନେଶ୍ୱରରେ ପ୍ରଦାନ କରାଯାଇଛି । ୩୧ ତମ ଓଡ଼ିଶା ଲିଡରସିପ୍ ଆୱାର୍ଡରେ ମନ୍ତ୍ରୀ ପ୍ରଦୀପ ଅମାତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ, ଟେକ୍ନୋଲୋଜି, ମାନବସମ୍ବଳ ଭଳି କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଭିନ୍ନ କମ୍ପାନୀ ଏବଂ ଅନୁଷ୍ଠାନକୁ ପୁରସ୍କୃତ କରାଯାଇଥିଲା ।
ଏମଏସଏମଇ ମାଧ୍ୟମରେ ଲୋକଙ୍କୁ ସ୍ୱାବଲମ୍ବୀ କରାଉଥିବା ଅନେକ ବ୍ୟକ୍ତିଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା । ବେଷ୍ଟ ଏମ୍ପ୍ଲୟର ବ୍ରାଣ୍ଡ ଭାବରେ ଓଡିଶା ଟେଲିଭିଜନକୁ ପୁରସ୍କୃତ କରାଯାଇଥିବାବେଳେ ମାନବ ସମ୍ବଳ କ୍ଷେତ୍ରରେ ଓଟିଭିର ଏଚଆର ହେଡ ଆଭା ୱାଲିଆଙ୍କୁ ସମ୍ମାନିତ କରାଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1682611205.jpg)