/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697456622.jpg)
Tiger 3 trailer out
ଆସୁଛି ଏବର୍ଷର ବହୁ ପ୍ରତିକ୍ଷିତ ହିନ୍ଦୀ ଫିଲ୍ମ ଟାଇଗର୍-୩ । ସଲମାନଙ୍କ ଏହି ହାଇବଜେଟ୍ ଓ ହାଇଭୋଲଟେଜ୍ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି । ରିଲିଜ୍ର କିଛି ମିନିଟ୍ ଭିତରେ ଭାଇରାଲ୍ ହେବାରେ ଲାଗିଛି ସଲମାନଙ୍କ ଅନେକ ଡାଇଲଗ୍ ।
Advertisment
ଫ୍ୟାନ୍ ପୁଣି ଥରେ ନିଜ ଫେଭରେଟ୍ ସଲମାନ ଓ କଟ୍ରିନାଙ୍କ ଯୋଡ଼ିକୁ ଦେଖିବୋ ଏଥର ସବୁଠୁ ବଡ଼ ୟୁଏସପି ହେଉଛନ୍ତି ଇମ୍ରାନ୍ ହାସମୀ । ପ୍ରଥମ ଥର ପାଇଁ ସଲମାନଙ୍କ ବିପକ୍ଷରେ ନେଗେଟିଭ୍ ଚରିତ୍ରରେ ଇମ୍ରାନ୍ ନଜରକୁ ଆସିବେ ।
କାହାଣୀ ଯେଉଁଠୁ ସରିଥିଲା ସେଠୁ ପୁଣି ଥରେ ଆରମ୍ଭ ହେବ । ଏଥର ସଲମାନ୍ ଦେଶ ପାଇଁ ଲଢ଼ିବେ ଆଉ ଫ୍ୟାମେଲି ପାଇଁ ମଧ୍ୟ । ଆସନ୍ତା ମାସ ୧୨ ତାରିଖରେ ବଡ଼ ପରଦାକୁ ଆସିବ ସିନେମା ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)