Advertisment

କାନ୍ସରେ ଓଡ଼ିଆ ସିନେମା ନିର୍ମାତା ଜିତେନ୍ଦ୍ର ମିଶ୍ର

ଓଡ଼ିଆ ସଭ୍ୟତା ଓ ସଂସ୍କୃତିକୁ ନେଇ ସାରା ବିଶ୍ୱରେ ପରସିଛନ୍ତି ସେ।

author-image
Chandan Shishu
ଅଦ୍ୟତନ ହୋଇଛି
 ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ୍ କ୍ୟାନ୍ସ

ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ୍ କ୍ୟାନ୍ସ

କାନ୍ସରେ ଓଡ଼ିଆ ସିନେମା ନିର୍ମାତା ଜିତେନ୍ଦ୍ର ମିଶ୍ର। ଅର୍ନ୍ତଜାତୀୟ ଫିଲ୍ମ ଫେଷ୍ଟିଭାଲ୍ କାନ୍ସରେ ଓଡ଼ିଆ ଫିଲ୍ମର ହେଲା ପ୍ରଦର୍ଶନ। ତାସହ ଓଡ଼ିଆ ଭାଷା, ସଂସ୍କୃତି, ପରିଧାନକୁ ଦେଖିଲେ ବିଶ୍ବବ୍ୟାପୀା ଫ୍ରାନ୍ସରେ ଚାଲିଥିବା କ୍ୟାନସ ଫିଲ୍ମ ଫେଷ୍ଟିଭାଲରେ ଜିତେନ୍ଦ୍ରଙ୍କ ଦ୍ୱାରା ପ୍ରଯୋଜିତ ସିନେମା ‘Y64’ ଅର୍ଥାତ ୬୪ ଯୋଗିନୀ ଡକ୍ୟୁମେଣ୍ଟୀର ହୋଇଛି ପ୍ରଦର୍ଶନ। ବଲାଙ୍ଗୀର ରାଣୀପୁର ଝରିଆଲ, ଭୁବନେଶ୍ବରର ୬୪ ଯୋଗିନୀ ମନ୍ଦିରର ମହତ୍ୱ, ସ୍ଥାପତ୍ୟ ଏବଂ ଇତିହାସକୁ ନେଇ କାହାଣୀ ପ୍ରସ୍ତୁତ ହୋଇଛି। 

Advertisment

ଏହି ଅବସରରେ କାନସରେ ସମ୍ବଲପୁରୀ ପିନ୍ଧି ନଜର ଆସିଥିଲେ ଜିତେନ୍ଦ୍ର ! ଓଡ଼ିଆ ସଭ୍ୟତା ଓ ସଂସ୍କୃତିକୁ ନେଇ ସାରା ବିଶ୍ୱରେ ପରସିଛନ୍ତି ସେ ! ଜିତେନ୍ଦ୍ର ମିଶ୍ର ହେଉଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରର। ଜିତେନ୍ଦ୍ର ଶିଶୁ ଚଳଚିତ୍ରର ପ୍ରଯୋଜକ ଓ ନିର୍ଦେଶକ ଭାବରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଆଇ ଏମ୍ କଲାମ ଭଳି ସିନେମା ପାଇଁ ମଧ୍ୟ କାମ କରି ଗର୍ବ ଆଣିଛନ୍ତି ସେ I

JITENDRA_IN_CANS_PHOTO_AVO_5PM

Cannes Film Festival
Advertisment
Advertisment