Advertisment

Operation Sindoor: 'ଅପରେସନ୍ ସିନ୍ଦୂର' ପାଇଁ ପୂରା ବଲିଉଡ୍‌ରେ ଖୁସି; କ’ଣ କହିଲେ ସେଲିବ୍ରିଟି ଜାଣନ୍ତୁ

ଭାରତୀୟ ସଶସ୍ତ୍ର ବାହିନୀ ଏହି ଅପରେସନକୁ 'ଅପରେସନ୍ ସିନ୍ଦୂର' ନାଁ ଦେଇଛି। ଏବେ ଅନେକ ବଲିଉଡ୍ ଅଭିନେତା ମଧ୍ୟ ଏହି ଅପରେସନ୍ ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏଥିରେ ଅନୁପମ ଖେରଙ୍କଠାରୁ ଆରମ୍ଭ କରି ବିନୀତ କୁମାର ସିଂହଙ୍କ ଭଳି ତାରକାଙ୍କ ନାଁ ରହିଛି।

ଅଦ୍ୟତନ ହୋଇଛି
Bollywood reacts on Indian army air strike operation sindoor

Bollywood reacts on Indian army air strike operation sindoor

Advertisment

ଜମ୍ମୁ-କାଶ୍ମୀରର ପହଲଗାମରେ ୧୫ ଦିନ ପୂର୍ବେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଗତକାଲି ରାତିରେ, ଭାରତ ପାକ୍ ଅଧିକୃତ କାଶ୍ମୀରରେ ଏକ ଏୟାର୍ ଷ୍ଟ୍ରାଇକ୍ କରିଛି ​​ଏବଂ ନଅଟି ଆତଙ୍କବାଦୀ ଆଡ୍ଡା ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି।

Advertisment

ଭାରତୀୟ ସଶସ୍ତ୍ର ବାହିନୀ ଏହି ଅପରେସନକୁ 'ଅପରେସନ୍ ସିନ୍ଦୂର' ନାଁ ଦେଇଛି। ଏବେ ଅନେକ ବଲିଉଡ୍ ଅଭିନେତା ମଧ୍ୟ ଏହି ଅପରେସନ୍ ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏଥିରେ ଅନୁପମ ଖେରଙ୍କଠାରୁ ଆରମ୍ଭ କରି ବିନୀତ କୁମାର ସିଂହଙ୍କ ଭଳି ତାରକାଙ୍କ ନାଁ ରହିଛି।

ବୁଧବାର ସକାଳେ ରିତେଶ ଦେଶମୁଖ, ନିମରତ କୌର୍‌, ବିନୀତ କୁମାର ସିଂହ ଏବଂ ଅନୁପମ ଖେରଙ୍କ ପରି ଅଭିନେତା ଏବଂ ନିର୍ଦ୍ଦେଶକ ମଧୁର ଭଣ୍ଡାରକର ସୋସିଆଲ ମିଡିଆରେ ଭାରତୀୟ ସେନାର ପ୍ରଶଂସା କରିଛନ୍ତି। ସେମାନେ କ’ଣ ଲେଖିଛନ୍ତି ପଢନ୍ତୁ...

Advertisment


ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

Advertisment

ରିତେଶଙ୍କ ପ୍ରତିକ୍ରିୟା:

ଅଭିନେତା ରିତିଶ ଦେଶମୁଖ ଏହି କାର୍ଯ୍ୟରେ ଖୁସି ବ୍ୟକ୍ତ କରି ଲେଖିଛନ୍ତି ଯେ “ଜୟ ହିନ୍ଦ ସେନା ... ଭାରତ ମାତା କି ଜୟ।” ଏହା ସହିତ ସେ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ 'ଅପରେସନ୍ ସିନ୍ଦୂର' ଲେଖାଯାଇଛି।


ବିନୀତଙ୍କ ପ୍ରତିକ୍ରିୟା:

ଅଭିନେତା ବିନୀତ କୁମାର ସିଂହ ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଭାରତୀୟ ସେନାର ଏହି କାର୍ଯ୍ୟ ଉପରେ ଖୁସି ପ୍ରକାଶ କରିଛନ୍ତି ଏବଂ ‘ଜୟ ହିନ୍ଦ୍‌’ ଲେଖିଛନ୍ତି।

ମଧୁର ଭଣ୍ଡାରକର୍‌ଙ୍କ ପ୍ରତିକ୍ରିୟା:

ମଧୁର ଭଣ୍ଡାରକର୍‌ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଆମର ପ୍ରାର୍ଥନା ଆମ ସେନା ସହିତ। ଏକ ରାଷ୍ଟ୍ର, ଆମେ ସମସ୍ତେ ଏକାଠି ଛିଡ଼ାହୋଇଛେ। ଜୟ ହିନ୍ଦ୍‌, ବନ୍ଦେ ମାତରମ୍।"


ନିମରତଙ୍କ ପ୍ରତିକ୍ରିୟା:

ନିମରତ କୌର୍‌ ମଧ୍ୟ ଏହି ଅପରେସନ୍ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଲେଖିଛନ୍ତି, "ଆମେ ଆମ ସେନା ସହିତ ଠିଆ ହୋଇଛୁ। ଏକ ରାଷ୍ଟ୍ର, ଏକ ମିଶନ। ଜୟ ହିନ୍ଦ୍ ଅପରେସନ୍ ସିନ୍ଦୂର।"


ଦେଖନ୍ତୁ ଅନ୍ୟାନ୍ୟ ପ୍ରତିକ୍ରିୟା:

ଚିରଞ୍ଜିବୀଙ୍କ X ରେ:


ବିବେକ ଅଗ୍ନିହୋତ୍ରୀଙ୍କ X ପୋଷ୍ଟ:


ଅକ୍ଷୟ କୁମାରଙ୍କ ପୋଷ୍ଟ:


ସୋନୁ ସୁଦଙ୍କ ପ୍ରତିକ୍ରିୟା:


ପରେଶ ରାୱଲ୍‌ ଭାରତୀୟ ସେନା ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ:


ଅଲୁ ଅର୍ଜୁନଙ୍କ X ରେ ପ୍ରତିକ୍ରିୟା:


ଅପରେସନ ସିନ୍ଦୂର ଉପରେ କଙ୍ଗନା ରାଣାୱତଙ୍କ ପ୍ରତିକ୍ରିୟା:


ରଜନୀକାନ୍ତଙ୍କ ପ୍ରତିକ୍ରିୟା:


ଅଧିକ ପଢ଼ନ୍ତୁ: 'ଅପରେସନ ସିନ୍ଦୂର' ସଫଳ: ପାକିସ୍ତାନରେ ପଶି ହମ୍‌ଲା ପରେ ବିଶ୍ୱକୁ ଜଣାଇଲା ଭାରତ

Riteish Deshmukh Bollywood Akshay Kumar Airstrike Pahalgam Terrorist Attack Pahalgam Attack Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ