Advertisment

କନେଷ୍ଟବଳର କାରନାମା; ଯୁବତୀଙ୍କ ସହ ୭ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ଦେଲା ଧୋକା

ପ୍ରୀତିରଞ୍ଜନ ବେହେରା କଟକରେ 6th ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତ ଅଛନ୍ତି । ତେବେ ଜଣେ ଯୁବତୀଙ୍କ ସହ ସେ ୭ ବର୍ଷ ସମ୍ପର୍କ ରଖିବା ପରେ ବର୍ତ୍ତମାନ ତାଙ୍କୁ ଧୋକାଦେଇଥିବା ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।

ଅଦ୍ୟତନ ହୋଇଛି
Cuttack Breaking News

constble

Advertisment

ପ୍ରଥମେ ପ୍ରେମ ପରେ ସେକ୍ସ ଆଉ ତା’ପରେ ଧୋକା । ବିବାହର ପ୍ରତିଶ୍ରୁତି ଦେ‍ବାପରେ ଜଣେ କନେଷ୍ଟବଳ ଏପରି କରିଥିବା ଅଭିଯୋଗ ହୋଇଛି । ଏହି ଯୁବତୀଙ୍କ ସହ ୭ ବର୍ଷ  ଲିଭିଇନରେ ରହିବା ପରେ ଧୋକା ଦେଇ ଛୁ ମାରିଛନ୍ତି କନେଷ୍ଟବଳ ପ୍ରୀତିରଞ୍ଜନ ବେହେରା । ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ ।

Advertisment

ପ୍ରୀତିରଞ୍ଜନ ବେହେରା କଟକ ରେ 6th ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତ ଅଛନ୍ତି । ତେବେ ଜଣେ ଯୁବତୀଙ୍କ ସହ ସେ ୭ ବର୍ଷ ସମ୍ପର୍କ ରଖିବା ପରେ ବର୍ତ୍ତମାନ ତାଙ୍କୁ ଧୋକାଦେଇଥିବା ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ । ଏଥିସହ ଯୁବତୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ୍ ନେଇ ମଧ୍ୟ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।

ଏନେଇ ଯୁବତୀ ଜଣକ ମଞ୍ଚେଶ୍ୱର ଥାନାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ସଂପୃକ୍ତ ଯୁବତୀ ଜଣକ ଡିସିପି ଅଫିସର ଦ୍ୱାରସ୍ଥ ହୋଇଛନ୍ତି ।

Advertisment
Woman Constable Relationship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ