Advertisment

IED ବିସ୍ଫୋରଣରେ ଦୁଇ ଯବାନ ଗୁରୁତର

ବିସ୍ଫୋରଣରେ ୨ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓବାଦୀମାନେ ଜଙ୍ଗଲରେ IED ଖଞ୍ଜିଥିବା ସନ୍ଦେହ କରାଯାଉଛି।

author-image
Santosh Kumar Sahoo
IED Blast

IED Blast

ଆଇଡି ବିସ୍ଫୋରଣରେ ଦୁଇ ଏସଓଜି ଯବାନ ଗୁରୁତର। କନ୍ଧମାଳ ଜିଲ୍ଳା ତୁମୁଡ଼ିବନ୍ଧ ଥାନା ସିର୍ଲା ଜଙ୍ଗଲରେ ଆଇଡି ବିସ୍ଫୋରଣ। ଆଜି ସକାଳୁ ସକାଳୁ ମାଓ ବିରୋଧୀ ଅପରେସନ୍ ଚାଲିଥିବା ସମୟରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ୨ SOG ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ମାଓବାଦୀମାନେ ଜଙ୍ଗଲରେ IED ଖଞ୍ଜିଥିବା ସନ୍ଦେହ କରାଯାଉଛି। ତେବେ ଏହି ବିସ୍ଫୋରଣ ପରେ କମ୍ବିଂ ଜୋରଦାର ଜାରି ରହିଛି।

Advertisment

Odisha Kandhamal Maoist Ied Blast
Advertisment
Advertisment