• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜଧାନୀରେ ବିଗିଡ଼ିଗଲାଣି ଆଇନଶୃଙ୍ଖଳା ପରିସ୍ଥିତି । କାଲି ମଞ୍ଚେଶ୍ୱରରେ ଖଣ୍ଡା ବୁଲିଥିଲା, ଆଜି ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ବୁଲିଲା କଟୁରୀ । ଦିନ ଦ୍ୱିପ୍ରହରରେ ପୁରୁଣା ଭୁବନେଶ୍ୱରର ରଥରୋଡରେ ଭାଇକୁ ହାଣି ଚାଲିଥିଲା ଭାଇ । ପୋଲିସ ଉପସ୍ଥିତିରେ ଆକ୍ରମଣ କରିଚାଲିଥିଲେ ହେଁ କାବୁ କରିବାକୁ ଯାଇ ନାକେଦମ ହୋଇଥିଲା ପୋଲିସ । ଶେଷରେ ଅଭିଯୁକ୍ତଙ୍କୁ କାବୁ କରାଯାଇଛି । ସେପଟେ ଆହତ ଚନ୍ଦ୍ରକାନ୍ତ ବଡ଼ୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।