/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704538993.jpg)
Hitech Tragedy
ହାଇଟେକ୍ ବିସ୍ଫୋରଣରେ ମୃତ ତୃତୀୟ ବ୍ୟକ୍ତିଙ୍କ ଶବ ହସ୍ତାନ୍ତର ହେବନି । DNA ଟେଷ୍ଟ ରିପୋର୍ଟ ଆସିବା ପରେ ପରିବାରକୁ ଶବ ହସ୍ତାନ୍ତର ହେବ ବୋଲି ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ADCP ପ୍ରକାଶ ପାଲ୍ ସୂଚନା ଦେଇଛନ୍ତି। ଏମ୍ସ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ADCP କହିଛନ୍ତି ।
Advertisment
DNA ପ୍ରୋଫାଇଲିଂ ପାଇଁ ସାମ୍ପୁଲ ଦିଲ୍ଲୀ ପଠାଯିବ। ଅତିକମ୍ରେ ୭ ଦିନ ସମୟ ଲାଗିବ, ରିପୋର୍ଟ ଆସିଲେ ଶବ ଦିଆଯିବ ବୋଲି ADCP କହିଛନ୍ତି । ଗତକାଲି ରାତିରେ ନିଜକୁ ଦିଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପୁଅର ମୃତ୍ୟୁ ପରେ ମେଡିକାଲ ଓ ମଞ୍ଚେଶ୍ୱର ଥାନା IICଙ୍କ ନାଁରେ ଏତଲା ଦେଇଛନ୍ତି ମୃତ ଦିଲୀପଙ୍କ ମା’ । ADCPଙ୍କୁ ଭେଟି ଏତଲା ଦେଇଛନ୍ତି ଦିଲୀପଙ୍କ ମା' ଅହଲ୍ୟା ସାମନ୍ତରାୟ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)