• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀଙ୍କ ନାଁରେ ଅପହରଣ ଅଭିଯୋଗ। ବନ୍ଧୁକ ମୁନରେ ଜଣେ ବିଜେପି ନେତାଙ୍କୁ ଅପହରଣ ଅଭିଯୋଗ ହୋଇଛି। ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଦିଲ୍ଲୀପ ସେନାପତିଙ୍କୁ ଅପହରଣ ଅଭିଯୋଗ ହୋଇଛି। ଝାରବନ୍ଧ ବ୍ଲକ ଗୋଠୁଗୁଡ଼ା ପଞ୍ଚାୟତ ସାନଦାଦର ଛକରୁ ଅପହରଣ କରାଯାଇଥିବା ଜଣାପଡ଼ିଛି।

ବିଧାୟକ କିଛି ସହଯୋଗୀଙ୍କ ସହ ମିଶି ଅପହରଣ କରିଥିବା ଅଭିଯୋଗ ହୋଇଛି। ଅପହର୍ତ୍ତା ଦୁଇଟି ଇନୋଭା ଗାଡିରେ ଅପହରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଝାରବନ୍ଧ ଥାନାରେ ଅଭିଯୋଗ କରିଛନ୍ତି ବିଜେପିର ଝାରବନ୍ଧ ମଣ୍ଡଳ ସଭାପତି ମିଲନ ପାଣ୍ଡେ।

Other Stories