ଭୁବନେଶ୍ୱର: ୨୪ ଘଣ୍ଟାରେ ରାଜ୍ୟରେ ୪୬୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୬ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୭୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୯୬ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ପଜିଟିଭ୍ ବାହାରିଛନ୍ତି।
ଚିହ୍ନଟ ନୂଆ ୪୬୭ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୫ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୩ ଜଣ, ବଲାଙ୍ଗିରରୁ ଜଣେ, କଟକରୁ ୬୭ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୬ ଜଣ, ଗଞ୍ଜାମରୁ ୧୦ ଜଣ, ଜଗତସିଂହପୁରରୁ ୭ ଜଣ, ଯାଜପୁରରୁ ୯ ଜଣ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୧୭ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୨୨୧ ଜଣ, ମୟୁରଭଞ୍ଜରୁ ୯ ଜଣ, ନୟାଗଡ଼ରୁ ୩ ଜଣ, ପୁରୀରୁ ୧୬ ଜଣ, ରାୟଗଡ଼ାରୁ ୩ ଜଣ, ସମ୍ବଲପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲ୍ରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି ।
Covid-19 Report For 14th October
— I & PR Department, Odisha (@IPR_Odisha) October 15, 2021
New Positive Cases: 467
Of which 0-18 years: 66
In quarantine: 271
Local contacts: 196
(Details of local contacts will be shared by concerned Dist Administration)
1. Angul: 5
2. Balasore: 5
3. Bargarh: 5
4. Bhadrak: 3
5. Balangir: 1
6. Cuttack: 67
— I & PR Department, Odisha (@IPR_Odisha) October 15, 2021
7. Deogarh: 1
8. Dhenkanal: 6
9. Ganjam: 10
10. Jagatsinghpur: 7
11. Jajpur: 9
12. Jharsuguda: 1
13. Kalahandi: 1
14. Kandhamal: 1
15. Kendrapada: 17
16. Keonjhar: 2
17. Khurda: 221
18. Koraput: 3
19. Mayurbhanj: 9
20. Nawarangpur: 5
21. Nayagarh: 3
22. Puri: 16
23. Rayagada: 3
— I & PR Department, Odisha (@IPR_Odisha) October 15, 2021
24. Sambalpur: 4
25. Sonepur: 2
26. Sundargarh: 8
27. State Pool: 52
New recoveries: 477
Cumulative tested: 20952333
Positive: 1034276
Recovered: 1020645
Active cases: 5299
ସେହିପରି ଆଉ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୭୯ରେ ପହଞ୍ଚିଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୨୭୬ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍ କେସ୍ ୫,୨୯୯ରହିଛି। ୧୦,୨୦,୬୪୫ ଜଣ ସୁସ୍ଥ ହୋଇଛନ୍ତି।