• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପିଲାଙ୍କୁ ମିଳିବ ୩ ଟି ଟିକା । ୫ରୁ ୧୨ ବର୍ଷ , ୬ ବର୍ଷରୁ ୧୨ ବର୍ଷ ଓ ୧୨ ବର୍ଷରୁ ଅଧିକ ବର୍ଗ ପିଲାଙ୍କ ପାଇଁ ୩ଟି ଟିକାକୁ ଅନୁମତି ଦିଆଯାଇଛି ।

ତେବେ ୫ରୁ ୧୨ ବର୍ଷ ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି ଦିଆଯାଇଥିବାବେଳେ ୬ ରୁ ୧୨ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କୋଭାକ୍ସିନ ଟିକା ଅନୁମତି ଦିଆଯାଇଛି ।  ସେହିପରି ୧୨ ବର୍ଷରୁ ଅଧିକ ବର୍ଗ ପିଲାଙ୍କୁ ଜାଇକୋଭ୍-ଡି ଟିକାର ଜରୁରୀ ବ୍ୟବହାର ଅନୁମତି ଦିଆଯାଇଛି । 

ତେବେ ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ DCGI ଅନୁମତି ଦେଇଛି । 

OTV is now on Whatsapp

Join and get latest news update delivered to you via whatsapp

Join Now