• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Cyclone Dana Emergency Helpline Numbers

ଜରୁରୀକାଳିନ ହେଲ୍ପ ଲାଇନ୍ ନମ୍ବରCYCLONE DANA

Live Updates : From The News Room

ବଜେଟ୍‌ ୨୦୨୩ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

India

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରୁଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ବଜେଟ୍ ପେଡ଼ି ଉପରେ ରହିଛି ସାରା ଦେଶର ନଜର। କାହାକୁ ମିଳିବ କେତେ ଫାଇଦା। ଟିକସ ଦେଇ ଦେଇ ନୟାନ୍ତ ହେଉଥିବା ମଧ୍ୟବିତ୍ତଙ୍କୁ ମିଳିବ କି ଆଶ୍ୱସ୍ତି ? ଏ ସବୁର ଟିକିନିଖି ଖବର ଜାଣିବା ପାଇଁ ଦେଖନ୍ତୁ ଆମର ବିଶେଷ ଉପସ୍ଥାପନ ବଜେଟ@2023 ।

union budget

16:01 PM(2 years ago )

ସିକଲ ସେଲ୍‌ ଆନେମିଆ ରୋଗ ନାଶ ପାଇଁ କେନ୍ଦ୍ରର ବଡ଼ ବଜେଟ, ଖୋଲିବ ୧୫୭ ନର୍ସିଂ କଲେଜ

Posted by: Sonali Kabi

ଆଗାମୀ ଦିନରେ ୧୫୭ ସରକାରୀ ନର୍ସିଂ କଲେଜ ଖୋଲାଯିବ। ଏହାସହ ଏକ ମିଶନ ଆରମ୍ଭ ହେବ । ଯାହାର ଲକ୍ଷ୍ୟ ରହିବ ଯେ, ଆଗାମୀ ୨୦୪୭ ମସିହା ସୁଦ୍ଧା ଦେଶରୁ...ଆହୁରି ପଢ଼ନ୍ତୁ...

13:53 PM(2 years ago )

ଅଧିକ ସରଳ ହୋଇଛି ଆୟକର ବ୍ୟବସ୍ଥା।

Posted by: Prangyan Parimita

13:43 PM(2 years ago )

ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା

Posted by: Rajalaxmi Sahoo

ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଯାଏ ଏତେ ପରିମାଣରୁ ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା।

ଆହୁରି ପଢ଼ନ୍ତୁ...

13:38 PM(2 years ago )

କ’ଣ ଶସ୍ତା ?

Posted by: Prangyan Parimita

13:37 PM(2 years ago )

କ’ଣ ମହଙ୍ଗା ?

Posted by: Prangyan Parimita

13:25 PM(2 years ago )

ପର୍ଯ୍ୟଟନର ବିକାଶ ଲାଗି ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ

Posted by: Prangyan Parimita

13:24 PM(2 years ago )

ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

Posted by: Prangyan Parimita

13:24 PM(2 years ago )

ମହିଳା ସମ୍ମାନ ସେଭିଙ୍ଗସ୍ ସାର୍ଟିଫିକେଟ୍ ପ୍ରଚଳନ କରାଯିବ

Posted by: Prangyan Parimita

13:20 PM(2 years ago )

ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?

Posted by: Abhijit Mishra

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କ’ଣ  ଶସ୍ତା ଓ ମହଙ୍ଗା ହେବ ଘୋଷଣା କରିଛନ୍ତି । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ ।  ଅଧିକ ପଢ଼ନ୍ତୁ.. 

13:19 PM(2 years ago )

ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?

Posted by: Prangyan Parimita

ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ ।

ଆହୁରି ଅଧିକ ପଢ଼ନ୍ତୁ ... 

13:18 PM(2 years ago )

ଏଣିକି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ

Posted by: Abhijit Mishra

କେନ୍ଦ୍ର ବଜେଟ୍‌ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ଆୟକର ସ୍ଲାବ୍‌ ନେଇ ବଡ଼ ଘୋଷଣା ହୋଇଛି। ଆୟକର ସ୍ଲାବ୍‌ ସୀମା ବୃଦ୍ଧି ନେଇ କେନ୍ଦ୍ରଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି। ଅଧିକ ପଢ଼ନ୍ତୁ... 

13:17 PM(2 years ago )

କୃଷି ସମ୍ବନ୍ଧୀୟ ଷ୍ଟାର୍ଟଅପକୁ ପ୍ରାଥମିକତା :ନିର୍ମଳା ସୀତାରମଣ

Posted by: Prangyan Parimita

କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ସୀତାରମଣ କହିଛନ୍ତି, କୃଷି ସହ ଜଡିତ ଷ୍ଟାର୍ଟଅପ୍ ମାନଙ୍କୁ ପ୍ରାଥମିକତା ଦିଆଯିବ ।

ଆହୁରି ପଢ଼ନ୍ତୁ

13:14 PM(2 years ago )

ରେଳ ପାଇଁ ବଡ଼ ଘୋଷଣା

Posted by: Prangyan Parimita

13:13 PM(2 years ago )

ଖୋଲିବ ଏକଲବ୍ୟ ମଡେଲ୍‌ ସ୍କୁଲ

Posted by: Prangyan Parimita

13:13 PM(2 years ago )

ପରିବେଶ ପ୍ରଦୂଷଣ ରୋକିବ ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍

Posted by: Prangyan Parimita

13:12 PM(2 years ago )

ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ କ’ଣ ବ୍ୟବସ୍ଥା ?

Posted by: Prangyan Parimita

13:12 PM(2 years ago )

ବର୍ଷେ ଯାଏଁ ମାଗଣା ଅନ୍ନ

Posted by: Prangyan Parimita

13:11 PM(2 years ago )

Budget Highlights 2023

Posted by: Prangyan Parimita

13:10 PM(2 years ago )

Union Budget 2023

Posted by: Prangyan Parimita

13:02 PM(2 years ago )

ବଜେଟ୍ ୨୦୨୩ ମୁଖ୍ୟାଂଶ

Posted by: Prangyan Parimita

12:59 PM(2 years ago )

ଏହି ବ୍ୟକ୍ତିଙ୍କ ଆଶା ପୂରଣ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ

Posted by: Prangyan Parimita

12:59 PM(2 years ago )

ମିଶନ କର୍ମଯୋଗୀ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

Posted by: Prangyan Parimita

12:57 PM(2 years ago )

କେନ୍ଦ୍ର ବଜେଟ୍ ୨୦୨୩ ମୁଖ୍ୟାଂଶ

Posted by: Prangyan Parimita

12:56 PM(2 years ago )

ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବାକୁ ଫେଜ୍ ଥ୍ରୀ ଇ- କୋର୍ସ ପ୍ରୋଜେକ୍ଟ ଲଞ୍ଚ ହେବ

Posted by: Prangyan Parimita

12:55 PM(2 years ago )

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର

Posted by: Prangyan Parimita

12:54 PM(2 years ago )

ପିଏମ୍ ଆବାସ ଯୋଜନାରେ ୬୬ ପ୍ରତିଶତ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି

Posted by: Prangyan Parimita

12:45 PM(2 years ago )

୭ ଲକ୍ଷ ଯାଏ ଆୟକର ଛାଡ୍‌

Posted by: Rajalaxmi Sahoo

ଆୟକର ସ୍ଲାବ୍‌ ନେଇ ବଡ଼ ଘୋଷଣା। ଏଣିକି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ...

ଆହୁରି ପଢ଼ନ୍ତୁ...

12:42 PM(2 years ago )

୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%

Posted by: Pallipuspa Samal

12:41 PM(2 years ago )

ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି

Posted by: Pallipuspa Samal

12:31 PM(2 years ago )

ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ

Posted by: Prangyan Parimita

-ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ

-ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି

-ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କଲେ ଅର୍ଥମନ୍ତ୍ରୀ

-୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ

-୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%

-୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%

-୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%

-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%

-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%

12:31 PM(2 years ago )

ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ

Posted by: Pallipuspa Samal

12:30 PM(2 years ago )

ବଢିବ ନିଯୁକ୍ତି ସୁଯୋଗ । ଟେକ୍ନୋଲୋଜି ଉପରେ ଦିଆଯିବ ଅଧିକ ଗୁରୁତ୍ୱ ।

Posted by: Prangyan Parimita

12:29 PM(2 years ago )

ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ

Posted by: Pallipuspa Samal

12:29 PM(2 years ago )

କୃଷି ଉତ୍ପାଦନ ଆହୁରି ବଢିବ । ଚାଷୀମାନେ ଅଧିକ ଲାଭ ପାଇବେ

Posted by: Prangyan Parimita

12:14 PM(2 years ago )

ବ୍ୟାଙ୍କ ଆଇନରେ ପରିବର୍ତ୍ତନ ପାଇଁ ବଜେଟରେ ପ୍ରସ୍ତାବ

Posted by: Pallipuspa Samal

12:13 PM(2 years ago )

ବ୍ୟାଙ୍କ ଆଇନରେ ପରିବର୍ତ୍ତନ ପାଇଁ ବଜେଟରେ ପ୍ରସ୍ତାବ

Posted by: Pallipuspa Samal

12:10 PM(2 years ago )

ଗ୍ରୀନ ଜବ୍ ଅପରଚୁନିଟି

Posted by: Prangyan Parimita

12:08 PM(2 years ago )

ବଜେଟ୍‌ର କିଛି ପ୍ରମୁଖ ପଏଣ୍ଟ୍‌

Posted by: Prangyan Parimita

-ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା

-ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦,୭୦୦କୋଟି

-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ

-୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ

-ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍

12:07 PM(2 years ago )

ବଜେଟରେ ବଡ଼ ଘୋଷଣା

Posted by: Rajalaxmi Sahoo

କେନ୍ଦ୍ର ବଜେଟ୍‌ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି।  ଏକଲବ୍ୟ ସ୍କୁଲ୍‌ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ନେଇ ଘୋଷଣା ହୋଇଛି।

ଆହୁରି ପଢ଼ନ୍ତୁ...

12:06 PM(2 years ago )

ଆଉ ବର୍ଷେ ଯାଏ ମାଗଣା ଅନ୍ନ ଯୋଜନା

Posted by: Rajalaxmi Sahoo

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ୍‌(Union Budget) ଉପସ୍ଥାପନା କରିଛନ୍ତି। ଏହି ଅବସରରେ ସେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ...

12:05 PM(2 years ago )

୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ

Posted by: Pallipuspa Samal

11:54 AM(2 years ago )

ସୀତାରମଣଙ୍କ ବଜେଟ୍ ଉପସ୍ଥାପନ । କହିଲେ, ଅମୃତ କାଳରେ ଏହା ପ୍ରଥମ ବଜେଟ୍

Posted by: Prangyan Parimita

11:50 AM(2 years ago )

ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା

Posted by: Pallipuspa Samal

11:49 AM(2 years ago )

KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ

Posted by: Pallipuspa Samal

11:37 AM(2 years ago )

ବଜେଟ୍ ଉପସ୍ଥାପନ ପୂର୍ବରୁ ନିଜର ଟିମ୍ ସହ ସଂସଦରେ ଏମିତି ପହଞ୍ଚିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Posted by: Prangyan Parimita

11:32 AM(2 years ago )

୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ

Posted by: Pallipuspa Samal

11:24 AM(2 years ago )

ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଶ୍ରୀଅନ୍ନ'

Posted by: Pallipuspa Samal

11:08 AM(2 years ago )

ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

Posted by: Pallipuspa Samal

11:05 AM(2 years ago )

ଆଜି ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି

Posted by: Abhijit Mishra

ଆଜି ଆଗତ ହେବ ସାଧାରଣ ବଜେଟ୍ ୨୦୨୩ । ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି । ଯେହେତୁ ଏହା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, ଏହା ଏକ ଲୋକପ୍ରିୟ ବଜେଟ୍ ହେବ ବୋଲି ଆକଳନ କରାଉଯାଛି । ଆଗକୁ ନିର୍ବାଚନ ଥିବାରୁ ବଜେଟରେ କିଛି ବଡ଼ ପରିବର୍ତ୍ତନର ଆଶା ରଖିଛନ୍ତି ଚାଷୀ, ଗୃହିଣୀ, ଆୟକର କରଦାତା ଓ ଶିଳ୍ପ ଜଗତ । ଯେହେତୁ ଏ ବର୍ଷ ଦେଶର ମୁଦ୍ରାସ୍ଫୀତି ଉଚ୍ଚ ରହିଛି, ଏହା ମଧ୍ୟବିତ୍ତ ଓ ସାଧାରଣ ଜନତାଙ୍କୁ ଢେର୍ ବାଧିଛି । ଅଧିକ ପଢ଼ନ୍ତୁ... 

10:56 AM(2 years ago )

ବଜେଟ୍ ୨୦୨୩କୁ କ୍ୟାବିନେଟ୍ ଅନୁମୋଦନ

Posted by: Pallipuspa Samal

10:50 AM(2 years ago )

ବଜେଟ୍-୨୦୨୩ ଅନୁମୋଦନ ନେଇ କ୍ୟାବିନେଟ୍ ବୈଠକ ଆରମ୍ଭ

Posted by: Prangyan Parimita

10:50 AM(2 years ago )

ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ

Posted by: Prangyan Parimita

10:49 AM(2 years ago )

ବଜେଟ ଫାଇଲ ଧରି ଅର୍ଥ ମନ୍ତ୍ରାଳୟରୁ ବାହାରିଲେ ନିର୍ମଳା ସୀତାରମଣ..

Posted by: Prangyan Parimita

10:48 AM(2 years ago )

ବଜେଟ୍ ଉପସ୍ଥାପନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କଲେ

Posted by: Prangyan Parimita

10:45 AM(2 years ago )

ମଧ୍ୟବିତ୍ତଙ୍କୁ ମିଳିବ କି ବଜେଟ୍‌ରୁ ଫାଇଦା ?

Posted by: Prangyan Parimita
Load more...