/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675225122.jpg)
union budget
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରୁଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ବଜେଟ୍ ପେଡ଼ି ଉପରେ ରହିଛି ସାରା ଦେଶର ନଜର। କାହାକୁ ମିଳିବ କେତେ ଫାଇଦା। ଟିକସ ଦେଇ ଦେଇ ନୟାନ୍ତ ହେଉଥିବା ମଧ୍ୟବିତ୍ତଙ୍କୁ ମିଳିବ କି ଆଶ୍ୱସ୍ତି ? ଏ ସବୁର ଟିକିନିଖି ଖବର ଜାଣିବା ପାଇଁ ଦେଖନ୍ତୁ ଆମର ବିଶେଷ ଉପସ୍ଥାପନ ବଜେଟ@2023 ।
- Feb 01, 2023 16:08 IST
ସିକଲ ସେଲ୍ ଆନେମିଆ ରୋଗ ନାଶ ପାଇଁ କେନ୍ଦ୍ରର ବଡ଼ ବଜେଟ, ଖୋଲିବ ୧୫୭ ନର୍ସିଂ କଲେଜ
ଆଗାମୀ ଦିନରେ ୧୫୭ ସରକାରୀ ନର୍ସିଂ କଲେଜ ଖୋଲାଯିବ। ଏହାସହ ଏକ ମିଶନ ଆରମ୍ଭ ହେବ । ଯାହାର ଲକ୍ଷ୍ୟ ରହିବ ଯେ, ଆଗାମୀ ୨୦୪୭ ମସିହା ସୁଦ୍ଧା ଦେଶରୁ...ଆହୁରି ପଢ଼ନ୍ତୁ...
- Feb 01, 2023 13:53 IST
ଅଧିକ ସରଳ ହୋଇଛି ଆୟକର ବ୍ୟବସ୍ଥା।
- Feb 01, 2023 13:43 IST
ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା
ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଯାଏ ଏତେ ପରିମାଣରୁ ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା।
- Feb 01, 2023 13:38 IST
କ’ଣ ଶସ୍ତା ?
#Budget2023#NirmalaSitharaman#OTVpic.twitter.com/NEtEWKPlKi
— ଓଟିଭି (@otvkhabar) February 1, 2023
- Feb 01, 2023 13:37 IST
କ’ଣ ମହଙ୍ଗା ?
#Budget2023#NirmalaSitharaman#OTVpic.twitter.com/By6rdauVJs
— ଓଟିଭି (@otvkhabar) February 1, 2023
- Feb 01, 2023 13:25 IST
ପର୍ଯ୍ୟଟନର ବିକାଶ ଲାଗି ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ
- Feb 01, 2023 13:24 IST
ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍
- Feb 01, 2023 13:24 IST
ମହିଳା ସମ୍ମାନ ସେଭିଙ୍ଗସ୍ ସାର୍ଟିଫିକେଟ୍ ପ୍ରଚଳନ କରାଯିବ
- Feb 01, 2023 13:20 IST
ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କ’ଣ ଶସ୍ତା ଓ ମହଙ୍ଗା ହେବ ଘୋଷଣା କରିଛନ୍ତି । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ । ଅଧିକ ପଢ଼ନ୍ତୁ..
- Feb 01, 2023 13:19 IST
ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?
ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ ।
- Feb 01, 2023 13:18 IST
ଏଣିକି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ
କେନ୍ଦ୍ର ବଜେଟ୍ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ଆୟକର ସ୍ଲାବ୍ ନେଇ ବଡ଼ ଘୋଷଣା ହୋଇଛି। ଆୟକର ସ୍ଲାବ୍ ସୀମା ବୃଦ୍ଧି ନେଇ କେନ୍ଦ୍ରଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି। ଅଧିକ ପଢ଼ନ୍ତୁ...
- Feb 01, 2023 13:17 IST
କୃଷି ସମ୍ବନ୍ଧୀୟ ଷ୍ଟାର୍ଟଅପକୁ ପ୍ରାଥମିକତା :ନିର୍ମଳା ସୀତାରମଣ
କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ସୀତାରମଣ କହିଛନ୍ତି, କୃଷି ସହ ଜଡିତ ଷ୍ଟାର୍ଟଅପ୍ ମାନଙ୍କୁ ପ୍ରାଥମିକତା ଦିଆଯିବ ।
- Feb 01, 2023 13:14 IST
ରେଳ ପାଇଁ ବଡ଼ ଘୋଷଣା
- Feb 01, 2023 13:13 IST
ଖୋଲିବ ଏକଲବ୍ୟ ମଡେଲ୍ ସ୍କୁଲ
- Feb 01, 2023 13:13 IST
ପରିବେଶ ପ୍ରଦୂଷଣ ରୋକିବ ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍
- Feb 01, 2023 13:12 IST
ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ କ’ଣ ବ୍ୟବସ୍ଥା ?
- Feb 01, 2023 13:12 IST
ବର୍ଷେ ଯାଏଁ ମାଗଣା ଅନ୍ନ
- Feb 01, 2023 13:11 IST
Budget Highlights 2023
- Feb 01, 2023 13:10 IST
Union Budget 2023
କେନ୍ଦ୍ର ବଜେଟ୍ ୨୦୨୩ ମୁଖ୍ୟାଂଶ#UnionBudget2023#BudgetHighlights#NirmalaSitharaman#UnionFinanceMinister#OTVpic.twitter.com/XXL1NdkhHN
— ଓଟିଭି (@otvkhabar) February 1, 2023
- Feb 01, 2023 13:02 IST
ବଜେଟ୍ ୨୦୨୩ ମୁଖ୍ୟାଂଶ
- Feb 01, 2023 12:59 IST
ଏହି ବ୍ୟକ୍ତିଙ୍କ ଆଶା ପୂରଣ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ
- Feb 01, 2023 12:59 IST
ମିଶନ କର୍ମଯୋଗୀ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ
- Feb 01, 2023 12:57 IST
କେନ୍ଦ୍ର ବଜେଟ୍ ୨୦୨୩ ମୁଖ୍ୟାଂଶ
- Feb 01, 2023 12:56 IST
ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବାକୁ ଫେଜ୍ ଥ୍ରୀ ଇ- କୋର୍ସ ପ୍ରୋଜେକ୍ଟ ଲଞ୍ଚ ହେବ
- Feb 01, 2023 12:55 IST
ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର
- Feb 01, 2023 12:54 IST
ପିଏମ୍ ଆବାସ ଯୋଜନାରେ ୬୬ ପ୍ରତିଶତ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି
- Feb 01, 2023 12:45 IST
୭ ଲକ୍ଷ ଯାଏ ଆୟକର ଛାଡ୍
ଆୟକର ସ୍ଲାବ୍ ନେଇ ବଡ଼ ଘୋଷଣା। ଏଣିକି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ...
- Feb 01, 2023 12:42 IST
୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%
-୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%
-୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%
-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%#Budget2023#NirmalaSitharaman#OTVpic.twitter.com/b2SNUpTfWh— ଓଟିଭି (@otvkhabar) February 1, 2023
- Feb 01, 2023 12:41 IST
ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି
-ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ
-ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି
-ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କଲେ ଅର୍ଥମନ୍ତ୍ରୀ
-୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ
-୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%— ଓଟିଭି (@otvkhabar) February 1, 2023
- Feb 01, 2023 12:31 IST
ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ
-ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ
-ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି
-ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କଲେ ଅର୍ଥମନ୍ତ୍ରୀ
-୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ
-୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%
-୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%
-୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%
-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%
- Feb 01, 2023 12:31 IST
ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ
-ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ
-ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ, ଶସ୍ତା ହେବ
-ମେରାଇନ୍ ପ୍ରଡ ଉପରୁ ଡ୍ୟୁଟି ହ୍ରାସ ନେଇ ବଜେଟରେ ଘୋଷଣା
-ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ ଜାରି ରହିବ— ଓଟିଭି (@otvkhabar) February 1, 2023
- Feb 01, 2023 12:30 IST
ବଢିବ ନିଯୁକ୍ତି ସୁଯୋଗ । ଟେକ୍ନୋଲୋଜି ଉପରେ ଦିଆଯିବ ଅଧିକ ଗୁରୁତ୍ୱ ।
- Feb 01, 2023 12:29 IST
ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ
-ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ
-ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ, ଶସ୍ତା ହେବ
-ମେରାଇନ୍ ପ୍ରଡ ଉପରୁ ଡ୍ୟୁଟି ହ୍ରାସ ନେଇ ବଜେଟରେ ଘୋଷଣା
-ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ ଜାରି ରହିବ— ଓଟିଭି (@otvkhabar) February 1, 2023
- Feb 01, 2023 12:29 IST
କୃଷି ଉତ୍ପାଦନ ଆହୁରି ବଢିବ । ଚାଷୀମାନେ ଅଧିକ ଲାଭ ପାଇବେ
- Feb 01, 2023 12:14 IST
ବ୍ୟାଙ୍କ ଆଇନରେ ପରିବର୍ତ୍ତନ ପାଇଁ ବଜେଟରେ ପ୍ରସ୍ତାବ
-ମଝିରୁ ଉଠାଣ ବ୍ୟବସ୍ଥା ରହିବ, ସୁଧ ହାର ୭.୫%
-ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୫.୯% ରହିବା ଆକଳନ
-୨୦୨୫ ସୁଦ୍ଧା ବିତ୍ତୀୟ ନିଅଣ୍ଟ ୪.୯%କୁ ଆଣିବା ଆକଳନ#Budget2023#NirmalaSitharaman#OTVpic.twitter.com/wg4XV2DOvI— ଓଟିଭି (@otvkhabar) February 1, 2023
- Feb 01, 2023 12:13 IST
ବ୍ୟାଙ୍କ ଆଇନରେ ପରିବର୍ତ୍ତନ ପାଇଁ ବଜେଟରେ ପ୍ରସ୍ତାବ
-ମହିଳାଙ୍କୁ ସମୃଦ୍ଧ କରିବାକୁ ଆରମ୍ଭ ହେବ ମହିଳା ସମ୍ମାନ ବଚତ ପତ୍ର
-ସ୍ବଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା ବ୍ୟବସ୍ଥା
-୨ ବର୍ଷ ପାଇଁ ଝିଅ, ମହିଳାଙ୍କ ନାଁରେ ସ୍ଥାୟୀ ଜମା ରଖାଯାଇପାରିବ— ଓଟିଭି (@otvkhabar) February 1, 2023
- Feb 01, 2023 12:10 IST
ଗ୍ରୀନ ଜବ୍ ଅପରଚୁନିଟି
ବଢିବ ନିଯୁକ୍ତି ସୁଯୋଗ । ଟେକ୍ନୋଲୋଜି ଉପରେ ଦିଆଯିବ ଅଧିକ ଗୁରୁତ୍ୱ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବଜେଟ୍ ଉପସ୍ଥାପନ । #UnionBudget#Budget2023#NirmalaSitharaman#BudgetPresentataion#Parliament#Delhipic.twitter.com/oaUO6M1jR0
— ଓଟିଭି (@otvkhabar) February 1, 2023
- Feb 01, 2023 12:08 IST
ବଜେଟ୍ର କିଛି ପ୍ରମୁଖ ପଏଣ୍ଟ୍
-ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା
-ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦,୭୦୦କୋଟି
-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ
-୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ
-ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍
- Feb 01, 2023 12:07 IST
ବଜେଟରେ ବଡ଼ ଘୋଷଣା
କେନ୍ଦ୍ର ବଜେଟ୍ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। ଏକଲବ୍ୟ ସ୍କୁଲ୍ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ନେଇ ଘୋଷଣା ହୋଇଛି।
- Feb 01, 2023 12:06 IST
ଆଉ ବର୍ଷେ ଯାଏ ମାଗଣା ଅନ୍ନ ଯୋଜନା
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ୍(Union Budget) ଉପସ୍ଥାପନା କରିଛନ୍ତି। ଏହି ଅବସରରେ ସେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।
- Feb 01, 2023 12:05 IST
୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ
-ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା
-ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦,୭୦୦କୋଟି
-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ
-୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ
-ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍#Budgetpic.twitter.com/gVyBPNz6pG— ଓଟିଭି (@otvkhabar) February 1, 2023
- Feb 01, 2023 11:54 IST
ସୀତାରମଣଙ୍କ ବଜେଟ୍ ଉପସ୍ଥାପନ । କହିଲେ, ଅମୃତ କାଳରେ ଏହା ପ୍ରଥମ ବଜେଟ୍
ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ଉପସ୍ଥାପନ । କହିଲେ, ଅମୃତ କାଳରେ ଏହା ପ୍ରଥମ ବଜେଟ୍ । #UnionBudget#NirmalaSitharaman#Budget2023#Parliament#Delhipic.twitter.com/9PmPjhoeRF
— ଓଟିଭି (@otvkhabar) February 1, 2023
- Feb 01, 2023 11:50 IST
ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା
-ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା
-ସହରାଞ୍ଚଳ ବିକାଶ ପାଇଁ ଅର୍ବାନ୍ ଇନ୍ଫ୍ରା ଫଣ୍ଡର ଘୋଷଣା
-ଅର୍ବାନ୍ ଇନ୍ଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା
-ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ୩ଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା ହେବ— ଓଟିଭି (@otvkhabar) February 1, 2023
- Feb 01, 2023 11:50 IST
KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ
-୫୦ଟି ନୂଆ ଏୟାରପୋର୍ଟ, ହେଲି ପୋର୍ଟ ପ୍ରତିଷ୍ଠା କରାଯିବ
-KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯିବ
-ଫେଜ୍ ୩ ଇ-କୋର୍ଟ ବ୍ୟବସ୍ଥା ପାଇଁ ବଜେଟରେ ୭ ହଜାର କୋଟି
-5Gର ବିକାଶ ପାଇଁ ଇଂଜିନିୟରିଂ ଇନଷ୍ଟିଚ୍ୟୁଟରେ ୧୦୦ ଲ୍ୟାବ୍ ହେବ
#UnionBudget#NirmalaSitharaman#Parliament#Delhipic.twitter.com/5ECA3UWOKx— ଓଟିଭି (@otvkhabar) February 1, 2023
- Feb 01, 2023 11:37 IST
ବଜେଟ୍ ଉପସ୍ଥାପନ ପୂର୍ବରୁ ନିଜର ଟିମ୍ ସହ ସଂସଦରେ ଏମିତି ପହଞ୍ଚିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ବଜେଟ୍ ଉପସ୍ଥାପନ ପୂର୍ବରୁ ନିଜର ଟିମ୍ ସହ ସଂସଦରେ ଏମିତି ପହଞ୍ଚିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । #UnionBudget#NirmalaSitharaman#Parliament#Delhipic.twitter.com/aoY3AFlxsV
— ଓଟିଭି (@otvkhabar) February 1, 2023
- Feb 01, 2023 11:32 IST
୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ
-ଆକାଂକ୍ଷୀ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ
-ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ
-ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା
-ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ#Budget2023#NirmalaSitharaman#FinanceMinister#OTVpic.twitter.com/YtsByziWBi— ଓଟିଭି (@otvkhabar) February 1, 2023
- Feb 01, 2023 11:24 IST
ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଶ୍ରୀଅନ୍ନ'
-ଆଗ୍ରି ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଆଗ୍ରି ଆକ୍ସିଲେରେଟର ଫଣ୍ଡ ବ୍ୟବସ୍ଥା
-ଆତ୍ମନିର୍ଭର କ୍ଲିନ ପ୍ଲାଣ୍ଟ ପ୍ରୋଗ୍ରାମ ଆରମ୍ଭ ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା
-ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଶ୍ରୀଅନ୍ନ' pic.twitter.com/UvLzwgOWyt— ଓଟିଭି (@otvkhabar) February 1, 2023
- Feb 01, 2023 11:08 IST
ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ
-ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
-ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଲେ ଅର୍ଥମନ୍ତ୍ରୀ
-ମହାମାରୀର ସଫଳ ଏବଂ ଦୃଢ଼ତାର ସହ ମୁକାବିଲା କରାଯାଇଛି
-ସାରା ଦେଶରେ ଟିକାକରଣ ପ୍ରୋଆକ୍ଟିଭ ମୋଡ୍ରେ କରାଯାଇଛି#UnionBudget2023_24#NirmalaSitharaman#OTVpic.twitter.com/dRirQIXJb9— ଓଟିଭି (@otvkhabar) February 1, 2023
- Feb 01, 2023 11:05 IST
ଆଜି ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି
ଆଜି ଆଗତ ହେବ ସାଧାରଣ ବଜେଟ୍ ୨୦୨୩ । ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି । ଯେହେତୁ ଏହା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, ଏହା ଏକ ଲୋକପ୍ରିୟ ବଜେଟ୍ ହେବ ବୋଲି ଆକଳନ କରାଉଯାଛି । ଆଗକୁ ନିର୍ବାଚନ ଥିବାରୁ ବଜେଟରେ କିଛି ବଡ଼ ପରିବର୍ତ୍ତନର ଆଶା ରଖିଛନ୍ତି ଚାଷୀ, ଗୃହିଣୀ, ଆୟକର କରଦାତା ଓ ଶିଳ୍ପ ଜଗତ । ଯେହେତୁ ଏ ବର୍ଷ ଦେଶର ମୁଦ୍ରାସ୍ଫୀତି ଉଚ୍ଚ ରହିଛି, ଏହା ମଧ୍ୟବିତ୍ତ ଓ ସାଧାରଣ ଜନତାଙ୍କୁ ଢେର୍ ବାଧିଛି । ଅଧିକ ପଢ଼ନ୍ତୁ...
- Feb 01, 2023 10:56 IST
ବଜେଟ୍ ୨୦୨୩କୁ କ୍ୟାବିନେଟ୍ ଅନୁମୋଦନ
-ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟରେ ଅନୁମୋଦନ
-ଦିନ ୧୧ଟାରେ ସଂସଦରେ ବଜେଟ୍ ଉପସ୍ଥାପନ
-ବଜେଟ୍ ଉପସ୍ଥାପନ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ#Budget2023#PMModi#OTVpic.twitter.com/2GP3TBDlTE— ଓଟିଭି (@otvkhabar) February 1, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)