Advertisment

Gold Price Today 9th June 2025: ଖୁସି ଖବର, ଏତିକି ଟଙ୍କା ହ୍ରାସ ପାଇଲା ସୁନା ଦର

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୬୯୦ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୧,୩୦୦ଟଙ୍କା ହୋଇଛି। ସେହିପରି ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୬୯୦ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୮୯,୫୫୦ଟଙ୍କା ହୋଇଛି।

ଅଦ୍ୟତନ ହୋଇଛି
undefined

gold prices fall

Advertisment

ଦିନକୁ ଦିନ ସୁନା ମହଙ୍ଗା ହେଉଛି। ସୁନା କିଣିବାକୁ ଲୋକଙ୍କୁ ଭୟ ଲାଗୁଛି। ହେଲେ ସୋମବାର ସୁନା ରେଟ୍‌ ୧୯୧୦ ଟଙ୍କା ହ୍ରାସ ପାଇଛି। ପୂର୍ବ ଦିନର ମୂଲ୍ୟ ୯୯,୬୦୦ ଟଙ୍କା ରହିଥିବା ବେଳେ ଆଜି ଏହା ୯୭,୬୯୦ ଟଙ୍କା ରହିଛି। ଯାହା ଫଳରେ ସୁନା କିଣୁବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ଖୁସି ଖବର। ତେବେ ଆସନ୍ତୁ ଜାଣିବା ସୁନା, ରୁପାର ମୂଲ୍ୟ ବିଷୟରେ।

Advertisment

ଅଧିକ ପଢ଼ନ୍ତୁ: ୯୦ ହଜାର ଛୁଇଁଲା ସୁନା

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୬୯୦ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୯୧,୩୦୦ଟଙ୍କା ହୋଇଛି। ସେହିପରି ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୭,୬୯୦ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୮୯,୫୫୦ଟଙ୍କା ହୋଇଛି। ଅନ୍ୟ ପଟେ ୧୦ ଗ୍ରାମର ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୭୩,୨୭୦ ଟଙ୍କା ରହିଛି ।

ସେହିପରି ଭୁବନେଶ୍ବରରେ ରୂପା ମୂଲ୍ୟରେ ୧୦୦୦ ଟଙ୍କା ହ୍ରାସ ଘଟିଛି। ରୂପାର ମୂଲ୍ୟ ୧ କିଗ୍ରାକୁ ୧ ଲକ୍ଷ ୧୭ ହଜାର ଟଙ୍କା ରହିଛି। ଅନ୍ୟ ପକ୍ଷରେ ପ୍ଲାଟିନମ ମୂଲ୍ୟ ଭୁବନେଶ୍ବରରେ ୧୦ ଗ୍ରାମ ପିଛା ୩୨୩୦୦ ଟଙ୍କା ରହିଛି। ପ୍ଲାଟିନମ ମୂଲ୍ୟରେ ପୂର୍ବଦିନ ତୁଳନାରେ ୭୦ ଟଙ୍କାର ବୃଦ୍ଧି ଘଟିଛି।

Advertisment

କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ।ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ।

କିଛି ଜାଣିବା କଥା:

ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ। ସୁନା କିଣିବା ବେଳେ ହଲ୍‌ମାର୍କ ଦେଖି ସୁନା କିଣନ୍ତୁ। ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ।

Advertisment

ଅଧିକ ପଢ଼ନ୍ତୁ: ଗହଣା ସୋ ରୁମରୁ ସୁନା ଚୋରାଉଥିଲା ନିଜେ କର୍ମଚାରୀ !

Gold Gold Prices Fall Silver
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ