• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଚନ୍ଦ୍ର –କର୍କଟ ଅହୋରାତ୍ର । ତିଥି- ୧୦ମୀ ଦିବା ୧୨.୩୭ ଗତେ ୧୧ । ଘାତ ଚନ୍ଦ୍ର- ନାସ୍ତି, ଘାତ ବାର- ମିଥୁନପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ- ୦୫.୪୨ ରୁ ୦୭.୧୦

ଦିବା- ୦୮.୫୦ ରୁ ୧୧.୧୦

ରାତ୍ରି- ୦୭.୫୨ ରୁ ୧୦.୦୧

ରାତ୍ରି- ୧୧.୫୮ ରୁ ୦୧.୦୬

ରାତ୍ରି-୦୨.୨୬ ରୁ ୦୩.୧୫

ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁ ଶାନ୍ତି ପାଇଁ ରହିଛି ଏମିତି ନିୟମ; ମାନିଲେ ମିଳେ ଶୁଭଫଳ

ଅଶୁଭ ସମୟ

ରାହୁକାଳ - ପ୍ରାତଃ ୦୭.୧୦ ରୁ ୦୮.୩୮

କାଳ ବେଳା - ପ୍ରାତଃ ୦୭.୧୦ ରୁ ୦୮.୩୮

ବାର ବେଳା- ଦିବା ୦୨.୨୯ ରୁ ୦୩.୫୭

କାଳରାତ୍ରି –ରାତ୍ରି ୧୦.୦୧ ରୁ ୧୧.୩୪

OTV is now on Whatsapp

Join and get latest news update delivered to you via whatsapp

Join Now