/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୯ ତାରିଖ ଶନିବାର । ଚନ୍ଦ୍ର- ମକର ରାତ୍ରି ୦୨.୧୦ ଗତେ କୁମ୍ଭ । ତିଥି – ପୂର୍ଣ୍ଣିମା ଦିବା ୦୧.୨୪ ଗତେ ପ୍ରତିପଦ । ଘାତଚନ୍ଦ୍ର- ସିଂହ ରାଶିର ରାତ୍ରି ୦୨.୧୦ ଗତେ ମିଥୁନ ଓ ମୀନ ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ– ୧ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ
ଦିବା – ୧୦.୧୬ ରୁ ୦୧.୧୮
ରାତ୍ରି – ୦୮.୩୦ ରୁ ୧୦.୪୪
ରାତ୍ରି – ୧୨.୧୪ ରୁ ୦୧.୪୪
ରାତ୍ରି – ୦୨.୨୯ ରୁ ୦୩.୫୯
ଅଶୁଭ ସମୟ
ରାହୁକାଳ - ଦିବା ୦୮.୪୦ ରୁ ୧୦.୧୬
କାଳବେଳା – ପ୍ରାତଃ ୦୫.୨୮ ରୁ ୦୭.୦୪ ଓ ଦିବା ୦୪.୩୯ ରୁ ୦୬.୧୫
ବାରବେଳା- ଦିବା ୦୧.୨୭ ରୁ ୦୩.୦୩
କାଳରାତ୍ରି- ସନ୍ଧ୍ୟା ୦୬.୧୫ ରୁ ୦୭.୩୯ ଓ ରାତ୍ରି ୦୪.୦୪ ରୁ ୦୫.୨୯
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)