/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696566729.jpg)
Today Panchang
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୭ ତାରିଖ ଶନିବାର । ଚନ୍ଦ୍ର –ମିଥୁନ ସନ୍ଧ୍ୟା ୦୫.୧୭ ଗତେ କର୍କଟ । ତିଥି- ୮ମୀ ଦିବା ୦୮.୦୮ ଗତେ ୯ମୀ ।
Advertisment
ଘାତ ଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୫.୧୭ ପର୍ଯ୍ୟନ୍ତ
ଘାତ ବାର- ବୃଷ,ସିଂହ ଓ କନ୍ୟା
ପୁଷ୍କର ଦୋଷ- ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୫୭ ଗତେ ୧ ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ
ପ୍ରାତଃ- ୦୭.୧୬ ରୁ ୦୮.୩୮
ଦିବା- ୧୧.୫୭ ରୁ ୦୧.୦୨
ଦିବା- ୦୨.୩୦ ରୁ ୦୩.୦୫
ଦିବା-୦୩.୫୨ ରୁ ୦୩.୫୮
ରାତ୍ରି- ୦୨.୨୬ ରୁ ୦୩.୧୫
ଅଶୁଭ ସମୟ
ରାହୁକାଳ - ଦିବା ୦୮.୩୮ ରୁ ୧୦.୦୬
କାଳ ବେଳା - ପ୍ରାତଃ ୦୫.୪୨ ରୁ ୦୭.୧୦ ଓ ଦିବା ୦୩.୫୮ ରୁ ୦୫.୨୬
ବାର ବେଳା- ଦିବା ୦୧.୦୨ ରୁ ୦୨.୩୦
କାଳରାତ୍ରି –ସନ୍ଧ୍ୟା ୦୫.୨୬ ରୁ ୦୬.୫୮ ଓ ରାତ୍ରି ୦୪.୧୦ ରୁ ୦୫.୪୨
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)