/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696566729.jpg)
Today Panchang
ସୈାର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ, ଶୁକ୍ରବାର ଚନ୍ଦ୍ର –ମିଥୁନ ଅହୋରାତ୍ର ତିଥି- ୭ ମୀ ପ୍ରାତଃ ୦୬.୩୫ ଗତେ ୮ମୀ ଘାତ ଚନ୍ଦ୍ର- କନ୍ୟା ରାଶିର ଅହୋରାତ୍ର ଘାତ ବାର- ବିଛା, ଧନୁ ଓ ମୀନ ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ପ୍ରାତଃ ୦୬.୩୫ ପର୍ଯ୍ୟନ୍ତ ରାତ୍ରି ୦୯.୩୨ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ
Advertisment
ଶୁଭ ସମୟ...
ପ୍ରାତଃ- ୦୫.୪୨ ରୁ ୦୬.୨୯
ପ୍ରାତଃ- ୦୭.୧୬ ରୁ ୦୮.୩୮
ଦିବା- ୧୧.୫୮ ରୁ ୦୩.୦୬
ଦିବା- ୦୩.୫୩ ରୁ ୦୫.୨୭
ସନ୍ଧ୍ୟା- ୦୬.୧୬ ରୁ ୦୮.୩୧
ରାତ୍ରି- ୧୧.୫୯ ରୁ ୦୧.୩୭
ରାତ୍ରି- ୦୨.୨୬ ରୁ ୦୪.୦୪
ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ
Advertisment
ଅଶୁଭ ସମୟ...
ରାହୁକାଳ - ଦିବା ୧୦.୦୬ ରୁ ୧୧.୩୪
କାଳ ବେଳା - ଦିବା ୧୦.୦୬ ରୁ ୧୧.୩୪
ବାର ବେଳା- ଦିବା ୦୮.୩୮ ରୁ ୧୦.୦୬
କାଳରାତ୍ରି –ରାତ୍ରି ୦୮.୩୧ ରୁ ୧୦.୦୩
ଅଧିକ ପଢ଼ନ୍ତୁ: ନୂଆ ଭୂମି କ୍ରୟ ବା ଗୃହ ପ୍ରବେଶ କରୁଥିଲେ ଏହା ଶୁଭ ନା ଅଶୁଭ କିପରି ଜାଣିବେ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)