/odishatv-khabar/media/post_attachments/uploadimage/library/16_9/16_9_0/panchanga__1667967679.jpg)
panchanga
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ଶନିବାର ।
ଚନ୍ଦ୍ର – କୁମ୍ଭ ରାତ୍ରି ୧୧.୧୮ ଗତେ ମୀନ
ତିଥି - ୪ର୍ଥୀ ଦିବା ୦୯.୪୦ ଗତେ ୫ମୀ
ଘାତ ଚନ୍ଦ୍ର – ଧନୁ ଅହୋରାତ୍ର
ଘାତ ବାର – ବୃଷ ସିଂହ ଓ କନ୍ୟା
ପୁଷ୍କର ଦୋଷ – ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ
ଦିବା ୧୦.୧୬ ରୁ ୦୧.୦୯
ରାତ୍ରି ୦୮.୩୧ ରୁ ୧୦.୪୫
ରାତ୍ରି ୧୨.୧୫ ରୁ ୦୧.୪୪
ରାତ୍ରି ୦୨.୨୯ ରୁ ୦୩.୫୮
Advertisment
ଅଶୁଭ ସମୟ
ଋାହୁକାଳ – ଦିବା ୦୮.୩୯ ରୁ ୧୦.୧୬
କାଳବେଳା – ପ୍ରାତଃ ୦୫.୨୭ ରୁ ୦୭.୦୩ ଓ ଦିବା ୦୪.୪୧ ରୁ ୦୬.୧୭
ବାରବେଳା – ଦିବା ୦୧.୨୮ ରୁ ୦୩.୦୫
କାଳରାତ୍ରି –ସନ୍ଧ୍ୟା ୦୬.୧୭ ରୁ ୦୭.୪୧ ଓ ରାତ୍ରି ୦୪.୦୩ ରୁ ୦୫.୨୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)