/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693802423.jpg)
Today Panchang
ସୌର ସିଂହମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ, ସୋମବାର, ଚନ୍ଦ୍ର – ମେଷ ଅହୋରାତ୍ର ତିଥି- ୫ମୀ ଦିବା ୦୪.୪୨ଗତେ ୬ଷ୍ଠୀ ଘାତ ଚନ୍ଦ୍ର - ମେଷ ରାଶିର ଅହୋରାତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ –ନାସ୍ତି
Advertisment
ଶୁଭ ସମୟ...
ପ୍ରାତଃ- ୦୫.୩୫ ରୁ ୦୭.୦୭
ଦିବା ୧୦.୩୧ ରୁ ୧୨.୫୯
ଦିବା- ୦୪.୨୩ ରୁ ୦୫.୦୬
ସନ୍ଧ୍ୟା – ୦୬.୪୨ ରୁ ୦୯.୦୨
ରାତ୍ରୀ- ୧୧.୪୫ ରୁ ୦୨.୨୯
ଅଧିକ ପଢ଼ନ୍ତୁ: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…
ଅଶୁଭ ସମୟ...
ରାହୁକାଳ - ପ୍ରାତଃ ୦୭.୦୭ ରୁ ୦୮.୪୦
କାଳ ବେଳା - ପ୍ରାତଃ ୦୭.୦୭ ରୁ ୦୮.୪୦
ବାର ବେଳା – ଦିବା ୦୨.୫୦ ରୁ ୦୪.୨୩
କାଳରାତ୍ରି –ରାତ୍ରି ୧୦.୧୮ ରୁ ୧୧.୪୫
Advertisment
ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)