/odishatv-khabar/media/post_attachments/uploadimage/library/16_9/16_9_0/____1691035840.jpg)
Today Panchang
ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୩ ତାରିଖ, ଗୁରୁବାର। ଚନ୍ଦ୍ର – ମକର ରାତ୍ରି ୧୧.୨୬ ଗତେ କୁମ୍ଭ ତିଥି - ୨ୟା ଦିବା ୦୪.୧୭ ଗତେ ୩ୟା ଘାତ ଚନ୍ଦ୍ର –ମିଥୁନ ଓ ମୀନ ଅହୋରାତ୍ର ଘାତ ବାର –ତୁଳା ଓ କୁମ୍ଭ ପୁଷ୍କର ଦୋଷ – ୧ ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୪.୧୭ ପର୍ଯ୍ୟନ୍ତ
Advertisment
ଶୁଭ ସମୟ...
ପ୍ରାତଃ ୦୫.୨୬ ରୁ ୦୭.୦୯
ଦିବା ୧୦.୩୫ ରୁ ୦୧.୧୦
ରାତ୍ରି ୦୨.୨୮ ରୁ ୦୩.୧୩
ଅଧିକ ପଢ଼ନ୍ତୁ: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?
ଅଶୁଭ ସମୟ...
ଋାହୁକାଳ – ଦିବା ୦୧.୨୯ ରୁ ୦୩.୦୫
କାଳବେଳା – ଦିବା ୦୩.୦୫ ରୁ ୦୪.୪୨
ବାରବେଳା – ଦିବା ୦୪.୪୨ ରୁ ୦୬.୧୮
କାଳରାତ୍ରି – ରାତ୍ରି ୧୧.୫୨ ରୁ ୦୧.୧୬
ଅଧିକ ପଢ଼ନ୍ତୁ: ଗୋଟିଏ କୋଠରୀରେ ଦୁଇରୁ ଅଧିକ ଝରକା ଆଣିଥାଏ ବଡ ସମସ୍ୟା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)