/odishatv-khabar/media/post_attachments/uploadimage/library/16_9/16_9_0/Panchang_1738464923.jpg)
Panchang
ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୩୦ ତାରିଖ ସୋମବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି - ୫ମୀ ଦିବା ୦୯.୨୪ ଗତେ ୬ଷ୍ଠୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ମିଥୁନ ରାଶିର । ପୁଷ୍କର ଦୋଷ – ନାସ୍ତି ।
ଶୁଭ ସମୟ –
ଦିବା – ୦୮.୫୪ ରୁ ୧୦.୩୧
ଋାତ୍ରି – ୦୯.୧୮ ରୁ ୧୦.୨୯
ରାତ୍ରି – ୧୧.୫୦ ରୁ ୧୨.୧୨
ରାତ୍ରି – ୦୧.୩୮ ରୁ ୦୩.୦୫ , ୦୩.୪୮ ରୁ ୦୪.୩୧
ଅଶୁଭ ସମୟ -
ରାହୁକାଳ- ପ୍ରାତଃ ୦୬.୫୩ ରୁ ୦୮.୩୨
କାଳବେଳା - ପ୍ରାତଃ ୦୬.୫୩ ରୁ ୦୮.୩୨
ବାରବେଳା- ଦିବା ୦୩.୦୮ ରୁ ୦୪.୪୬
କାଳରାତ୍ରି- ରାତ୍ରି ୧୦.୨୯ ରୁ ୧୧.୫୦
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)