Advertisment

Today Panchang 2nd July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ମିଥୁନ ମାସ  ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୨ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି - ୭ମୀ ଦିବା ୧୧.୫୮ ।ଗତେ ୮ମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମ, ଅନ୍ନ ଓ ତିଳକାଞ୍ଚନ ଦାନ । ଦିବା ୧୧.୦୮ ଗତେ ୧ପାଦ-ପଶୁସମ୍ପଦ ନାଶ -ଅନ୍ନଦାନ ଦିବା ୧୧.୫୮ ପର୍ଯ୍ୟନ୍ତ ।

author-image
Deepak Acharya
undefined

Panchang

ସୈାର ମିଥୁନ ମାସ  ଆଷାଢ ଶୁକ୍ଳପକ୍ଷ। ଇଂରାଜୀ ୦୨ ତାରିଖ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର । ତିଥି - ୭ମୀ ଦିବା ୧୧.୫୮ ।ଗତେ ୮ମୀ । ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର । ଘାତବାର – କର୍କଟ ରାଶିର । ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମ, ଅନ୍ନ ଓ ତିଳକାଞ୍ଚନ ଦାନ । ଦିବା ୧୧.୦୮ ଗତେ ୧ପାଦ-ପଶୁସମ୍ପଦ ନାଶ -ଅନ୍ନଦାନ ଦିବା ୧୧.୫୮ ପର୍ଯ୍ୟନ୍ତ ।
ଶୁଭ ସମୟ –
ପ୍ରାତଃ – ୦୭.୫୩ ରୁ ୦୮.୩୩
ଦିବା – ୧୦.୧୧ ରୁ ୧୧.୨୪
ଦିବା – ୦୨.୦୨ ରୁ ୦୫.୩୩
ସନ୍ଧ୍ୟା – ୦୬.୨୫ ରୁ ୧୦.୦୨
ରାତ୍ରି – ୧୨.୧୨ ରୁ ୦୧.୩୯
ଅଶୁଭ ସମୟ - 
ରାହୁକାଳ - ଦିବା ୧୧.୫୦ ରୁ ୦୧.୨୯
କାଳବେଳା - ଦିବା ୦୮.୩୩ ରୁ ୧୦.୧୧
ବାରବେଳା- ଦିବା ୧୧.୫୦ ରୁ ୦୧.୨୯
କାଳରାତ୍ରି- ରାତ୍ରି ୦୨.୩୩ ରୁ ୦୩.୫୪

Advertisment
Astrological Prediction Astrology Panchang
Advertisment
Related Articles
Advertisment