• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଚନ୍ଦ୍ର – ବୃଷ ରାତ୍ରି ୦୮.୩୨ ଗତେ ମିଥୁନ,ତିଥି – ୯ମୀ ରାତ୍ରି ୦୪.୧୯ ଗତେ ୧୦ମୀ,ଘାତ ଚନ୍ଦ୍ର – ବିଛା ରାତ୍ରି ୦୮.୩୨ ଗତେ କନ୍ୟା ,ଘାତ ବାର- ମକର,ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ।

ଶୁଭ ସମୟ:

  • ଦିବା ୦୯.୦୫ ରୁ ୧୦.୪୯
  • ଦିବା ୦୪.୨୦ ରୁ ୦୫.୦୦
  • ଦିବା ୦୪.୨୦ ରୁ ୦୫.୦୧
  • ସନ୍ଧ୍ୟା ୦୫.୪୭ ରୁ ୦୬.୩୭
  • ରାତ୍ରି ୦୯.୦୫ ରୁ ୧୧.୩୪

ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍‌ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…

ଅଶୁଭ ସମୟ:

  • ଋାହୁକାଳ – ଦିବା ୦୨.୫୩ ରୁ ୦୪.୨୦
  • କାଳବେଳା – ଦିବା ୦୧.୨୬ ରୁ ୦୨.୫୩
  • ବାରବେଳା – ପ୍ରାତଃ ୦୭.୩୮ ରୁ ୦୯.୦୫
  • କାଳରାତ୍ରି – ସନ୍ଧ୍ୟା ୦୭.୨୦ ରୁ ୦୮.୫୩