• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଶୁକ୍ରବାର । ଚନ୍ଦ୍ର – କର୍କଟ ରାତ୍ରି ୦୮.୪୯ ଗତେ ସିଂହ ,ତିଥି – ୬ଷ୍ଠୀ ପ୍ରାତଃ ୦୫.୧୯ ଗତେ ୭ମୀ,ଘାତ ଚନ୍ଦ୍ର – ରାତ୍ରି ୦୮.୪୯ ଗତେ କର୍କଟ ଓ ମକର ,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ପ୍ରାତଃ ୦୫.୧୯ ଗତେ ୧ ପାଦ- ପଶୁସମ୍ପଦ ନାଶ - ଅନ୍ନଦାନ

ଶୁଭ ସମୟ:

ପ୍ରାତଃ ୦୬.୦୪ ରୁ ୦୬.୫୬

ଦିବା ୧୨.୦୯ ରୁ ୦୨.୪୬

ଦିବା ୦୬.୧୫ ରୁ ୦୮.୨୬

ରାତ୍ରି ୧୨.୪୪ ରୁ ୦୫.୧୧

ଅଧିକ ପଢ଼ନ୍ତୁ: ଘରେ କାହିଁକି ଦେଖାଯାଏ ସାଂଘାତିକ ରୋଗ; ଜାଣନ୍ତୁ କାରଣ-ନିରାକରଣ

ଅଶୁଭ ସମୟ:

ଋାହୁକାଳ – ଦିବା ୧୦.୦୫ ରୁ ୧୧.୪୩

କାଳବେଳା – ଦିବା ୧୦.୦୫ ରୁ ୧୧.୪୩

ବାରବେଳା – ଦିବା ୦୮.୨୭ ରୁ ୧୦.୦୫

କାଳରାତ୍ରି – ରାତ୍ରି ୦୮.୫୯ ରୁ ୧୦.୨୧