Advertisment

Today Panchang 25th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର- ସିଂହ ଦିବା ୦୮.୨୯ ଗତେ କନ୍ୟା । ତିଥି- ୨ୟା ଦିବା ୧୨.୩୫ ଗତେ ୩ୟା । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ଦିବା ୦୮.୨୯ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୩୫ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୩.୫୦ ପର୍ଯ୍ୟନ୍ତ

author-image
Deepak Acharya
undefined

Panchanga

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର- ସିଂହ ଦିବା ୦୮.୨୯ ଗତେ କନ୍ୟା । ତିଥି- ୨ୟା ଦିବା ୧୨.୩୫ ଗତେ ୩ୟା । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର , ଦିବା ୦୮.୨୯ ଗତେ ବୃଷ ରାଶିର । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ – ୧ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୨.୩୫ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୩.୫୦ ପର୍ଯ୍ୟନ୍ତ

Advertisment

ଶୁଭ ସମୟ-

ପ୍ରାତଃ – ୦୫.୩୩ ରୁ ୦୭.୦୭

ଦିବା – ୧୦.୩୩ ରୁ ୦୧.୦୩

ଦିବା – ୦୪.୩୦ ରୁ ୦୫.୧୪

ସନ୍ଧ୍ୟା- ୦୬.୫୦ ରୁ ୦୯.୦୭

ରାତ୍ରି – ୧୧.୪୮ ରୁ ୦୨.୨୯

ଅଶୁଭ ସମୟ-

ରାହୁକାଳ- ପ୍ରାତଃ ୦୭.୦୭ ରୁ ୦୮.୪୦

କାଳବେଳା- ପ୍ରାତଃ ୦୭.୦୭ ରୁ ୦୮.୪୦

ବାରବେଳା- ଦିବା ୦୨.୫୬ ରୁ ୦୪.୩୦

କାଳରାତ୍ରି- ରାତ୍ରି ୧୦.୨୨ ରୁ ୧୧.୪୮

Astrology Panchang
Advertisment
Related Articles
Advertisment