Advertisment

Today Panchang 24th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର ଚନ୍ଦ୍ର- କର୍କଟ ଅହୋରାତ୍ର ତିଥି- ପ୍ରତିପଦ ରାତ୍ରି ୧୧.୨୩ ଗତେ ୨ୟା ଘାତଚନ୍ଦ୍ର- ନାସ୍ତି ଘାତବାର- ବିଛା,ଧନୁ ଓ ମୀନ ରାଶିର ପୁଷ୍କର ଦୋଷ – ରାତ୍ରି ୧୧.୨୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ

author-image
Deepak Acharya
ଅଦ୍ୟତନ ହୋଇଛି
undefined

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ଶୁକ୍ରବାର। ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ପ୍ରତିପଦ ରାତ୍ରି ୧୧.୨୩ ଗତେ ୨ୟା । ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ରାତ୍ରି ୧୧.୨୩ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ । 

Advertisment

ଶୁଭ ସମୟ

ପ୍ରାତଃ- ୦୫.୨୩ ରୁ ୦୬.୧୫
ପ୍ରାତଃ- ୦୭.୦୭ ରୁ ୦୮.୩୮
ଦିବା- ୧୨.୧୯ ରୁ ୦୨.୫୪
ଦିବା- ୦୪.୩୮ ରୁ ୦୬.୨୨
ରାତ୍ରି- ୦୭.୫୦ ରୁ ୦୯.୦୭
ରାତ୍ରି- ୦୧.୪୩ ରୁ ୦୩.୫୫

ଅଶୁଭ ସମୟ 

ରାହୁକାଳ- ଦିବା ୧୦.୧୫ ରୁ ୧୧.୫୩
କାଳବେଳା- ଦିବା ୧୦.୧୫ ରୁ ୧୧.୫୩
ବାରବେଳା- ଦିବା ୦୮.୩୮ ରୁ ୧୦.୧୫
କାଳରାତ୍ରି- ରାତ୍ରି ୦୯.୦୭ ରୁ ୧୦.୩୦

Advertisment
Astrology Panchang
Advertisment
Related Articles
Advertisment