/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671765269.jpg)
Today Panchang
ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ଶୁକ୍ରବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି- ଅମାବାସ୍ୟା ଦିବା ୦୩.୪୬ ଗତେ ପ୍ରତିପଦ,ଘାତ ଚନ୍ଦ୍ର- ତୁଳା ଓ କୁମ୍ଭ ଅହୋରାତ୍ର,ଘାତ ବାର – ବିଛା, ଧନୁ ଓ ମୀନ,ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ:
ପ୍ରାତଃ ୦୬.୨୧ ରୁ ୦୭.୦୪
ପ୍ରାତଃ ୦୭.୪୭ ରୁ ୦୯.୦୩
ଦିବା ୧୨.୦୭ ରୁ ୦୩.୦୦
ଦିବା ୦୩.୪୩ ରୁ ୦୫.୦୯
ସନ୍ଧ୍ୟା ୦୬.୦୨ ରୁ ୦୮.୨୭
ରାତ୍ରି ୦୨.୫୦ ରୁ ୦୪.୩୬
ଅଧିକ ପଢ଼ନ୍ତୁ: ଆପଣଙ୍କ ଘରର କାନ୍ଥକୁ କୌଣସି ଗଛଲତା ସ୍ପର୍ଶ କରୁଛି କି? ଜାଣନ୍ତୁ କ’ଣ ହେବ…
ଅଶୁଭ ସମୟ:
ଋାହୁକାଳ - ଦିବା ୧୦.୨୪ ରୁ ୧୧.୪୫
କାଳବେଳା - ଦିବା ୧୦.୨୪ ରୁ ୧୧.୪୫
ବାରବେଳା – ଦିବା ୦୯.୦୩ ରୁ ୧୦.୨୪
କାଳରାତ୍ରି – ରାତ୍ରି ୦୮.୨୭ ରୁ ୧୦.୦୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)