/odishatv-khabar/media/post_attachments/uploadimage/library/16_9/16_9_0/Panchang_1692329633.jpg)
Panchang
ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଚନ୍ଦ୍ର – ତୁଳା ରାତ୍ରି ୦୨.୫୩ ଗତେ ବିଛା । ତିଥି – ୭ମୀ ରାତ୍ରି ୦୩.୩୧ ଗତେ ୮ମୀ । ଘାତ ଚନ୍ଦ୍ର – ନାସ୍ତି । ଘାତ ବାର – କର୍କଟ । ପୁଷ୍କର ଦୋଷ – ୧ ପାଦ-ପଶୁ ସମ୍ପଦ । ନାଶ-ଅନ୍ନ ଦାନ ଦିବା ୦୮.୦୭ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୩.୩୧ ଗତେ ୧ ପାଦ-କୁଟୁମ୍ବ ହାନି - ତିଳକାଞ୍ଚନ ଦାନ ।
Advertisment
ଶୁଭ ସମୟ
ପ୍ରାତଃ – ୦୫.୩୨ ରୁ ୦୭.୧୩
ଦିବା – ୧୦.୧୫ ରୁ ୧୧.୨୪
ଦିବା – ୦୧.୫୪ ରୁ ୦୫.୧୫
ସନ୍ଧ୍ୟା – ୦୬.୫୧ ରୁ ୧୦.୪୦
ରାତ୍ରି – ୦୧.୪୩ ରୁ ୦୨.୪୧
ରାତ୍ରି –୦୪.୦୬ ରୁ ୦୫.୩୨
ଅଧିକ ପଢ଼ନ୍ତୁ: ନୂଆ ଭୂମି କ୍ରୟ ବା ଗୃହ ପ୍ରବେଶ କରୁଥିଲେ ଏହା ଶୁଭ ନା ଅଶୁଭ କିପରି ଜାଣିବେ
ଅଶୁଭ ସମୟ
ରାହୁକାଳ - ଦିବା ୧୧.୪୯ ରୁ ୦୧.୨୩
କାଳ ବେଳା -ଦିବା ୦୮.୪୦ ରୁ ୧୦.୧୫
ବାର ବେଳା - ଦିବା ୧୧.୪୯ ରୁ ୦୧.୨୩
କାଳ ରାତ୍ରି – ୦୨.୪୧ ରୁ ୦୪.୦୬
ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)