/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689826595.jpg)
Today Panchang
ସୌର କର୍କଟ ମାସ ଶ୍ରାବଣ (ମଳ) ଶୁକ୍ଲପକ୍ଷ । ଇଂରାଜୀରେ ୨୦ ତାରିଖ ଗୁରୁବାର ।ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥି- ୩ୟା ଅହୋରାତ୍ର । ଘାତ ଚନ୍ଦ୍ର- ଦିବା ୧୦.୫୫ ଗତେ କର୍କଟ, ମକର । ଘାତବାର- ତୁଳା, କୁମ୍ଭ । ପୁଷ୍କରଦୋଷ- ନାସ୍ତି ।
Advertisment
ଶୁଭ ସମୟ
ପ୍ରାତଃ ୦୫.୨୧ରୁ ୦୭.୦୬
ଦିବା ୧୦.୩୪ରୁ ୦୧.୧୧
ରାତ୍ରି ୦୨.୨୬ରୁ ୦୩.୧୦
ଅଶୁଭ ସମୟ
ଋାହୁକାଳ- ଦିବା ୦୧.୩୦ରୁ ୦୩.୦୮
କାଳବେଳା- ଦିବା ୦୩.୦୮ରୁ ୦୪.୪୬
ବାରବେଳା- ଦିବା ୦୪.୪୬ରୁ ୦୬.୨୪
କାଳରାତ୍ରି- ରାତ୍ରି ୧୧.୫୩ରୁ ୦୧.୧୫
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)