• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର । ଚନ୍ଦ୍ର  – ବିଛା ଅହୋରାତ୍ର, ତିଥି- ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି-ତିଳକାଞନ ଦାନ ଦିବା ୦୮.୩୨ ପର୍ଯ୍ୟନ୍ତ ।

ଶୁଭ ସମୟ:

ପ୍ରାତଃ ୦୬.୨୦ ରୁ ୦୮.୩୦

ଦିବା ୧୦.୩୯ ରୁ ୧୧.୪୪

ଦିବା ୦୧.୩୨ ରୁ ୦୩.୪୨

ସନ୍ଧ୍ୟା ୦୬.୦୧ ରୁ ୦୬.୫୪

ରାତ୍ରି ୦୮.୪୦ ରୁ ୦୩.୦୨

ଅଧିକ ପଢ଼ନ୍ତୁ: ଘରେ କାହିଁକି ଦେଖାଯାଏ ସାଂଘାତିକ ରୋଗ; ଜାଣନ୍ତୁ କାରଣ-ନିରାକରଣ

ଅଶୁଭ ସମୟ:

ଋାହୁକାଳ - ଦିବା ୧୧.୪୪ ରୁ ୦୧.୦୫

କାଳବେଳା - ଦିବା ୦୯.୦୨ ରୁ ୧୦.୨୩

ବାରବେଳା – ଦିବା ୧୧.୪୪ ରୁ ୦୧.୦୫

କାଳରାତ୍ରି – ରାତ୍ରି ୦୩.୦୨ ରୁ ୦୪.୪୧

OTV is now on Whatsapp

Join and get latest news update delivered to you via whatsapp

Join Now