Today Panchang 1st September 2023: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୭ ଗତେ ମୀନ । ତିଥି-୨ୟା ରାତ୍ରି ୧୧.୫୦ ଗତେ ୩ୟା । 

Panchang

ସୈାର  ସିଂହ  ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଚନ୍ଦ୍ର- କୁମ୍ଭ ଦିବା ୦୯.୩୭ ଗତେ ମୀନ । ତିଥି-୨ୟା ରାତ୍ରି ୧୧.୫୦ ଗତେ ୩ୟା । ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର , ଦିବା ୦୯.୩୭ ଗତେ ଧନୁ ରାଶି । ଘାତ ବାର- ବିଛା , ଧନୁ ଓ ମୀନ । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୫୬ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୧୧.୫୦  

ଶୁଭ ସମୟ

ପ୍ରାତଃ- ୦୫.୩୪ ରୁ ୦୬.୨୪

ପ୍ରାତଃ- ୦୭.୧୩ ରୁ ୦୮.୪୦
ଦିବା- ୧୨.୧୧ ରୁ ୦୨.୪୦
ଦିବା- ୦୪.୧୯ ରୁ ୦୫.୫୮
ରାତ୍ରି- ୦୭.୩୧ ରୁ ୦୮.୫୨
ରାତ୍ରି- ୦୧.୪୨ ରୁ ୦୪.୦୨

ଅଧିକ ପଢ଼ନ୍ତୁ: ଭୂମିଟିଏ କିଣି ପାରୁ ନାହାନ୍ତି… ଆପଣାନ୍ତୁ ଏହି ଉପାୟ, ମିଳିବ ଶୁଭ ଫଳ

ଅଶୁଭ ସମୟ

ଋାହୁକାଳ- ଦିବା ୧୦.୧୩ ରୁ ୧୧.୪୬
କାଳବେଳା- ଦିବା ୧୦.୧୩ ରୁ ୧୧.୪୬
ବାରବେଳା- ଦିବା ୦୮.୪୦ ରୁ ୧୦.୧୩
କାଳ ରାତ୍ରି- ରାତ୍ରି ୦୮.୫୨ ରୁ ୧୦.୧୯

ଅଧିକ ପଢ଼ନ୍ତୁ: ଘରର ଉତ୍ତର-ପୂର୍ବ ଦିଗରେ ଶୌଚାଳୟ ଅଛି କି? ଆସିପାରେ ଏପରି ବିପଦ…