/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677733091.jpg)
Today Panchang
ସୈାର କୁମ୍ଭ ମାସ ଫାଲ୍ଗୁନ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଗୁରୁବାର ।ଚନ୍ଦ୍ର – ମିଥୁନ ଅହୋରାତ୍ର,ତିଥି – ୧୦ମୀ ପ୍ରାତଃ ୦୬.୩୯ ଗତେ ୧୧ଶୀ । ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ଦିବା ୧୨.୪୩ ଗତେ ୧ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୦୯ ରୁ ୦୭.୪୨
- ଦିବା ୧୦.୪୯ ରୁ ୦୧.୦୮
- ଦିବା ୦୨.୫୧ ରୁ ୦୩.୦୪
ଅଧିକ ପଢ଼ନ୍ତୁ: କେମିତି କରିବେ ପୂଜାଘର, ଶୁଭ ଫଳ ପାଇଁ ୧୦ ପଏଣ୍ଟ୍
ଅଶୁଭ ସମୟ:
- ଋାହୁକାଳ – ଦିବା ୦୧.୨୬ ରୁ ୦୨.୫୩
- କାଳବେଳା – ଦିବା ୦୨.୫୩ ରୁ ୦୪.୨୧
- ବାରବେଳା – ଦିବା ୦୪.୨୧ ରୁ ୦୫.୪୮
- କାଳରାତ୍ରି – ରାତ୍ରି ୧୧.୫୮ ରୁ ୦୧.୩୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)