• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 19th Oct 2022: ଏହି ରାଶିର ବ୍ୟକ୍ତି ଆଜି ପ୍ରେମ କ୍ଷେତ୍ରରେ ସଫଳତା ପାଇବେ

ସୈାର ତୁଳା ମାସ କାର୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ଚନ୍ଦ୍ର – କର୍କଟ ଅହୋରାତ୍ରି ତିଥି- ୯ମୀ ଦିବା ୦୨/୧୩ ଗତେ ୧୦ ମୀ ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ନାସ୍ତି

Aries

ମେଷ

Wednesday 19 Oct 2022

ଅଶ୍ୱନୀ – ମନରେ ଉଦ୍‌ବେଗ ବୃଦ୍ଧି ପାଇବ । କର୍ମ କ୍ଷେତ୍ରରେ ବହୁ ବାଧା ବିଘ୍ନ ସତ୍ୱେ ସପଳତା ପାଇବେ । ଶାରୀରିକ ଅସୁସ୍ଥତା ଦେଖାଦେବ ।

ଦ୍ୱିଜା – ରାଜନୈତିକ ସଫଳତା ହାସଲ କରିବେ । ବ୍ୟବସାୟରେ ପ୍ରତିହିଂସା ଲାଗି ରହିବ । ଛାତ୍ରଛାତ୍ରୀ ମାନେ ପଢାରେ ଆଗେଇବେ ।

କୃତିକା – ଚୋରି ମାମଲାରେ ଫସିଯାଇ ପାରନ୍ତି । ମହିଳା ମାନେ ସାହାସୀ ହେବେ ।

ପ୍ରତିକାର - ଲାଲ୍ ରଙ୍ଗର ପୋଷାକ ବ୍ୟବହାର କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :