• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ବୁଧବାର ।  ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୬ଷ୍ଠୀ (ମଳ) ପ୍ରାତଃ ୦୭.୩୨ ଗତେ ୭ମୀ ଘାତଚନ୍ଦ୍ର- ନାସ୍ତି।  ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ପ୍ରାତଃ ୦୭.୩୨ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୧୦.୩୯ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।


ଶୁଭ ସମୟ- 
ପ୍ରାତଃ- ୦୬.୧୬ ରୁ ୦୭.୪୮
ଦିବା- ୧୦.୩୪ ରୁ ୧୧.୩୭
ଦିବା- ୦୧.୫୫ ରୁ ୦୪.୫୮
ସନ୍ଧ୍ୟା- ୦୬.୩୪ ରୁ ୧୦.୪୫
ରାତ୍ରି- ୦୨.୦୫ ରୁ ୦୩.୦୮
ନିଶାନ୍ତ- ୦୪.୪୨ ରୁ ୦୬.୧୬

            
ଅଶୁଭ ସମୟ- 
ରାହୁକାଳ- ଦିବା ୧୨.୦୦ ରୁ ୦୧.୨୬
କାଳବେଳା- ଦିବା ୦୯.୦୮ ରୁ ୧୦.୩୪
ବାରବେଳା- ଦିବା ୧୨.୦୦ ରୁ ୦୧.୨୬
କାଳରାତ୍ରି- ରାତ୍ରି ୦୩.୦୮ ରୁ ୦୪.୪୨

OTV is now on Whatsapp

Join and get latest news update delivered to you via whatsapp

Join Now