• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sonali Ojha

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୬ଷ୍ଠୀ ଅହୋରାତ୍ର ଘାତଚନ୍ଦ୍ର- ନାସ୍ତି । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ- 

ଦିବା- ୦୯.୦୯ ରୁ ୧୦.୫୨
ଦିବା- ୦୧.୦୯ ରୁ ୦୧.୨୬
ଦିବା- ୦୪.୧୮ ରୁ ୦୪.୫୮
ସନ୍ଧ୍ୟା- ୦୫.୪୩ ରୁ ୦୬.୩୪
ରାତ୍ରି- ୦୯.୦୪ ରୁ ୧୧.୩୫
ରାତ୍ରି- ୦୨.୦୫ ରୁ ୦୩.୪୬                
ଅଶୁଭ ସମୟ- 
ରାହୁକାଳ- ଦିବା ୦୨.୫୨ ରୁ ୦୪.୧୮
କାଳବେଳା- ଦିବା ୦୧.୨୬ ରୁ ୦୨.୫୨
ବାରବେଳା- ପ୍ରାତଃ ୦୭.୪୩ ରୁ ୦୯.୦୯
କାଳରାତ୍ରି- ସନ୍ଧ୍ୟା ୦୭.୧୭ ରୁ ୦୮.୫୨

OTV is now on Whatsapp

Join and get latest news update delivered to you via whatsapp

Join Now