• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ସିଂହ ମାସ ଶ୍ରାବଣ (ଶୁଦ୍ଧ)ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ  ଶୁକ୍ରବାର । 

ଚନ୍ଦ୍ର- ସିଂହ ଅହୋରାତ୍ର
ତିଥି- ୨ୟା ରାତ୍ରି ୦୮.୦୧ ଗତେ ୩ୟା

ଘାତ ଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର

ଘାତ ବାର- ବିଛା, ଧନୁ ଓ ମୀନ 

ପୁଷ୍କର ଦୋଷ- ୧ ପାଦ ପଶୁ ସମ୍ପଦ ନାଶ ଅନ୍ନ ଦାନ ରାତ୍ରି ୦୮.୦୧ ପର୍ଯ୍ୟନ୍ତ

ଶୁଭ ସମୟ 

ପ୍ରାତଃ- ୦୫.୩୧ ରୁ ୦୬.୨୧    
ପ୍ରାତଃ- ୦୭.୧୨ ରୁ ୦୮.୪୦ 
ଦିବା ୧୨.୧୫ ରୁ ୦୨.୪୭
ଦିବା- ୦୨.୨୮ ରୁ ୦୬.୦୯
ରାତ୍ରି- ୦୭.୪୦ ରୁ ୦୯.୦୦
ରାତ୍ରି ୦୧.୪୪ ରୁ ୦୪.୦୦

ଅଧିକ ପଢ଼ନ୍ତୁ: ନୂଆ ଭୂମି କ୍ରୟ ବା ଗୃହ ପ୍ରବେଶ କରୁଥିଲେ ଏହା ଶୁଭ ନା ଅଶୁଭ କିପରି ଜାଣିବେ

ଅଶୁଭ ସମୟ

ଋାହୁକାଳ –ଦିବା ୧୦.୧୫ ରୁ ୧୧.୫୦
କାଳବେଳା –ଦିବା ୧୦.୧୫ ରୁ ୧୧.୫୦
ବାରବେଳା – ଦିବା ୦୮.୪୦ ରୁ ୧୦.୧୫
କାଳରାତ୍ରି – ରାତ୍ରି ୦୯.୦୦ ରୁ ୧୦.୨୫

ଅଧିକ ପଢ଼ନ୍ତୁ: Vastu Tips: କେଉଁ କାରଣରୁ ଲକ୍ଷ୍ମୀଛଡ଼ା ଦୋଷ ଲାଗିଥାଏ ?