• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ସୋମବାର । ଚନ୍ଦ୍ର- କନ୍ୟା ସନ୍ଧ୍ୟା ୦୬.୦୨ ଗତେ ତୁଳା । ତିଥି- ୫ମୀ ନିଶାନ୍ତ ୦୪.୫୩ ଗତେ ୬ଷ୍ଠୀ ।ଘାତଚନ୍ଦ୍ର- ବୃଷ ରାଶିର ସନ୍ଧ୍ୟା ୦୬.୦୨ ପର୍ଯ୍ୟନ୍ତ। ଘାତବାର- ମିଥୁନ ରାଶିର। ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ- ୦୬.୧୮ ରୁ ୦୭.୪୩
ଦିବା- ୧୦.୫୨ ରୁ ୦୧.୦୯
ଦିବା- ୦୪.୧୭ ରୁ ୦୪.୫୭
ସନ୍ଧ୍ୟା- ୦୬.୩୩ ରୁ ୦୯.୦୪
ରାତ୍ରି- ୧୨.୦୦ ରୁ ୦୨.୫୬ 

ଅଶୁଭ ସମୟ 

ରାହୁକାଳ- ପ୍ରାତଃ ୦୭.୪୩ ରୁ ୦୯.୦୯
କାଳବେଳା- ପ୍ରାତଃ ୦୭.୪୩ ରୁ ୦୯.୦୯
ବାରବେଳା- ଦିବା ୦୨.୫୨ ରୁ ୦୪.୧୭
କାଳରାତ୍ରି- ରାତ୍ରି ୧୦.୨୬ ରୁ ୧୨.୦୦

OTV is now on Whatsapp

Join and get latest news update delivered to you via whatsapp

Join Now