• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ଗୁରୁବାର । ଚନ୍ଦ୍ର – ଧନୁ ଅହୋରାତ୍ର,ତିଥି – ୧୧ଶୀ ରାତ୍ରି ୦୨.୪୯ ଗତେ ୧୨ଶ,ଘାତ ଚନ୍ଦ୍ର – ତୁଳା, କୁମ୍ଭ ଅହୋରାତ୍ର,ଘାତ ବାର- ତୁଳା, କୁମ୍ଭ,ପୁଷ୍କର ଦୋଷ – ରାତ୍ରି ୦୨.୪୯ ଗତେ ୧ ପାଦ-ପଶୁସମ୍ପଦ ନାଶ- ଅନ୍ନଦାନ ।

ଶୁଭ ସମୟ:

  • ଦିବା ୦୯.୨୯ ରୁ ୦୭.୫୦
  • ଦିବା ୧୦.୫୨ ରୁ ୦୧.୦୯
  • ରାତ୍ରି ୦୨.୫୬ ରୁ ୦୩.୪୭

ଅଧିକ ପଢ଼ନ୍ତୁ: କାହିଁକି ଦେଖାଦିଏ ଆର୍ଥିକ ଓ ପାରିବାରିକ ସଂକଟ; ଜାଣନ୍ତୁ ନିରାକରଣ

ଅଶୁଭ ସମୟ:

  • ଋାହୁକାଳ - ଦିବା ୦୧.୨୬ ରୁ ୦୨.୫୧
  • କାଳବେଳା – ଦିବା ୦୨.୫୧ ରୁ ୦୪.୧୭
  • ବାରବେଳା – ଦିବା ୦୪.୧୭ ରୁ ୦୫.୪୨
  • କାଳରାତ୍ରି – ଦିବା ୧୨.୦୦ ରୁ ୦୧.୩୫