Advertisment

Today Panchang 16th April 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୧ଶୀ ସନ୍ଧ୍ୟା ୦୬.୧୪ ଗତେ ୧୨ଶୀ, ଘାତ ଚନ୍ଦ୍ର – ମିଥୁନ ଓ ମୀନ ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ସନ୍ଧ୍ୟା ୦୬.୧୪ ଗତେ ୨ ପାଦ -କୃଷି ଓ ପଶୁହାନି - ଭୂମି ଓ ଅନ୍ନଦାନ ରାତ୍ରି ୦୪.୦୬ ଗତେ ୩ ପାଦ

author-image
Manoranjan Behera
ଅଦ୍ୟତନ ହୋଇଛି
Today Panchang 12th April 2023

Today Panchang

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର – କୁମ୍ଭ ଅହୋରାତ୍ର, ତିଥି – ୧୧ଶୀ ସନ୍ଧ୍ୟା ୦୬.୧୪ ଗତେ ୧୨ଶୀ, ଘାତ ଚନ୍ଦ୍ର – ମିଥୁନ ଓ ମୀନ ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ସନ୍ଧ୍ୟା ୦୬.୧୪ ଗତେ ୨ ପାଦ -କୃଷି ଓ ପଶୁହାନି - ଭୂମି ଓ ଅନ୍ନଦାନ ରାତ୍ରି ୦୪.୦୬ ଗତେ ୩ ପାଦ

Advertisment

ଶୁଭ ସମୟ:
ଦିବା ୦୫.୩୨ ରୁ ୦୯.୪୧
ଦିବା ୦୧.୨୦ ରୁ ୦୧.୫୧
ସନ୍ଧ୍ୟା ୦୬.୪୭ ରୁ ୦୯.୦୫
ରାତ୍ରି ୧୨.୦୯ ରୁ ୦୧.୧୨
ରାତ୍ରି ୦୨.୩୮ ରୁ ୦୩.୧୩

ଅଧିକ ପଢ଼ନ୍ତୁ: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ

Advertisment

ଅଶୁଭ ସମୟ:
ଋାହୁକାଳ – ଦିବା ୦୪.୨୭ ରୁ ୦୬.୦୧
କାଳବେଳା – ଦିବା ୧୧.୪୬ ରୁ ୦୧.୨୦
ବାରବେଳା – ଦିବା ୧୦.୧୩ ରୁ ୧୧.୪୬
କାଳରାତ୍ରି – ରାତ୍ରି ୦୧.୧୨ ରୁ ୦୨.୩୮

Panchang
Advertisment
Advertisment