/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691902408.jpg)
Today Panchang
ଆଜିର ପଞ୍ଚାଙ୍ଗ
ସୌର କର୍କଟ ମାସ ଶ୍ରାବଣ (ମଳ)କୃଷ୍ଣପକ୍ଷ। ଇଂରାଜୀରେ ୧୪ ତାରିଖ ସୋମବାର।
ଚନ୍ଦ୍ର- ମିଥୁନ ରାତ୍ରି ୦୪.୨୫ ଗତେ କର୍କଟ
ତିଥି– ୧୩ଶୀ ଦିବା ୧୦.୨୫ ଗତେ ୧୪ଶୀ
ଘାତ ଚନ୍ଦ୍ର –ନାସ୍ତି
ଘାତ ବାର– ମିଥୁନ
ପୁଷ୍କର ଦୋଷ– ୧ ପାଦ କୁଟୁମ୍ବ ହାନି ତିଳକାଞ୍ଚନ ଦାନ ଦିବା ୧୧.୦୭ ପର୍ଯ୍ୟନ୍ତ
ଶୁଭ ସମୟ:
ଦିବା ୧୦.୩୫ ରୁ ୦୧.୦୭
ଦିବା ୦୪.୩୭ ରୁ ୦୫.୨୧
ସନ୍ଧ୍ୟା ୦୬.୫୭ ରୁ ୦୯.୧୩
ରାତ୍ରି ୧୧.୫୧ ରୁ ୦୨.୨୯
ଅଶୁଭ ସମୟ:
ଋାହୁକାଳ – ପ୍ରାତଃ ୦୭.୦୫ ରୁ ୦୮.୪୦
କାଳବେଳା – ପ୍ରାତଃ ୦୭.୦୫ ରୁ ୦୮.୪୦
ବାରବେଳା – ଦିବା ୦୩.୦୧ ରୁ ୦୪.୩୭
କାଳରାତ୍ରି – ରାତ୍ରି ୧୦.୨୬ ରୁ ୧୧.୫୧
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)