/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691465136.jpg)
Today Panchang
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର । ଚନ୍ଦ୍ର –ବୃଷ ଦିବା ୦୪.୫୮ ଗତେ ମିଥୁନ । ତିଥି - ୧୧ଶୀ ପ୍ରାତଃ ୦୬.୩୧ ଗତେ ୧୨ଶୀ ।
Advertisment
ଘାତ ଚନ୍ଦ୍ର - କନ୍ୟା ଅହୋରାତ୍ର ।
ଘାତବାର - ବୃଷ ସିଂହ ଓ କନ୍ୟା ।
ପୁଷ୍କର ଦୋଷ - ୧ ପାଦ-କୃଷିହାନି-ଭମିଦାନ ପ୍ରାତଃ ୦୬.୩୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ
ଦିବା ୧୦.୧୬ ରୁ ୦୧.୦୮
ରାତ୍ରି ୦୮.୨୯ ରୁ ୧୦.୪୪
ରାତ୍ରି ୧୨.୧୪ ରୁ ୦୧.୪୪
ରାତ୍ରି ୦୨.୨୯ ରୁ ୦୩.୫୯
Advertisment
ଅଶୁଭ ସମୟ
ଋାହୁକାଳ – ଦିବା ୦୮.୪୦ ରୁ ୧୦.୧୬
କାଳବେଳା - ପ୍ରାତଃ ୦୫.୨୯ ରୁ ୦୭.୦୫ ଓ ଦିବା ୦୪.୩୮ ରୁ ୦୬.୧୩
ବାରବେଳା – ଦିବା ୦୧.୨୭ ରୁ ୦୩.୦୨
କାଳରାତ୍ରି – ସନ୍ଧ୍ୟା ୦୬.୧୩ ରୁ ୦୭.୩୮ ଓ ରାତ୍ରି ୦୪.୦୫ ରୁ ୦୫.୨୯
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)