Advertisment

Today Panchang 01 August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର ।  ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୮ମୀ ଅହୋରାତ୍ର । ଘାତଚନ୍ଦ୍ର - ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ରାତ୍ରି ୦୩.୪୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

author-image
Deepak Acharya
undefined

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର ।  ଚନ୍ଦ୍ର- ତୁଳା ଅହୋରାତ୍ର । ତିଥି- ୮ମୀ ଅହୋରାତ୍ର । ଘାତଚନ୍ଦ୍ର - ନାସ୍ତି । ଘାତବାର- ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ – ରାତ୍ରି ୦୩.୪୦ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।

Advertisment

ଶୁଭ ସମୟ-

ପ୍ରାତଃ – ୦୫.୨୬ ରୁ ୦୬.୧୭

ପ୍ରାତଃ – ୦୭.୦୯ ରୁ ୦୮.୩୯

ଦିବା- ୧୨.୧୮ ରୁ ୦୨.୫୩

ଦିବା – ୦୪.୩୬ ରୁ ୦୬.୧୯

ରାତ୍ରି- ୦୭.୪୮ ରୁ ୦୯.୦୬

ରାତ୍ରି – ୦୧.୪୪ ରୁ ୦୩.୫୭

ଅଶୁଭ ସମୟ-

ରାହୁକାଳ- ଦିବା ୧୦.୧୬ ରୁ ୧୧.୫୨

କାଳବେଳା- ଦିବା ୧୦.୧୬ ରୁ ୧୧.୫୨

ବାରବେଳା- ଦିବା ୦୮.୩୯ ରୁ ୧୦.୧୬

କାଳରାତ୍ରି- ରାତ୍ରି ୦୯.୦୬ ରୁ ୧୦.୨୯

Astrology Panchang
Advertisment
Related Articles
Advertisment